ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ପୋଲିସ କନେଷ୍ଟବଳ ଓ ହାବିଲଦାର ଆସୋସିଏସନ୍ ସଭାପତି ହେଲେ ସନ୍ତୋଷ ମହାନ୍ତି

ପୁରୀ,୯/୧୨ : ପୁରୀ ପୋଲିସ୍ କନେଷ୍ଟବଳ ହାବିଲଦାର ଆସୋସିଏସନ୍ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିଲା । ଏଥିରେ ସନ୍ତୋଷ କୁମାର ମହାନ୍ତି ୨୦୭ଭୋଟରେ ପ୍ରକାଶ ଆଚାର୍ଯ୍ୟଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ସନ୍ତୋଷ ମହାନ୍ତି ୫୧୬ ଭୋଟ ପାଇଥିଲା ବେଳେ  ଅପର ପକ୍ଷେ ପ୍ରକାଶ ୩୦୯ ଭୋଟ ପାଇଥିଲେ। ଉପସଭାପତି ଭାବେ ସନ୍ତୋଷ କୁମାର ସାହୁ   ୧୬୬ ଭୋଟ, ସମ୍ପାଦକ ସୂର୍ଯ୍ୟତାପ ଜେନା ୨୦୮ଭୋଟ ସହସମ୍ପାଦକ ପ୍ରଥମ ଭାବେ ମହେଶ୍ୱର ସୋରେନ ୧୭୩ ଭୋଟ, ସହସମ୍ପାଦକ ଦ୍ୱିତୀୟ ଭାବେ ବଳରାମ ମଲ୍ଲିକ ୧୭୩ ଭୋଟ, କୋଷାଧ୍ୟକ୍ଷ ଭାବେ ଦିଲ୍ଲୀପ ଭୋଇ ୨୬୯ ଭୋଟ ପାଇ ବିଜୟୀ ହୋଇଥିଲେ । କାର୍ଯ୍ୟକାରୀ ସଭ୍ୟ ରୂପେ ହେମନ୍ତ କୁମାର ସାହୁ ୪୮୨ ଭୋଟ, ଆରତୀ ମହାରଣା ୪୮୧ ଭୋଟ, ସତ୍ୟନାରାୟଣ ନାୟକ ୪୬୮  ଭୋଟ, ଗୋଲଖ ବିହାରୀ ସାହୁ ୪୫୯ ଭୋଟ ଓ ଅରୁଣ ମଲ୍ଲିକ ୪୯୧ଭୋଟ ପାଇ ବିଜୟୀ ହୋଇଛନ୍ତି l

ଆହୁରି ପଢନ୍ତୁ : ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୬ ସଂଯୋଜକ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.