ପ୍ରମୁଖ ଖବର
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ପୁରୀ ପୋଲିସ କନେଷ୍ଟବଳ ଓ ହାବିଲଦାର ଆସୋସିଏସନ୍ ସଭାପତି ହେଲେ ସନ୍ତୋଷ ମହାନ୍ତି

ପୁରୀ,୯/୧୨ : ପୁରୀ ପୋଲିସ୍ କନେଷ୍ଟବଳ ହାବିଲଦାର ଆସୋସିଏସନ୍ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିଲା । ଏଥିରେ ସନ୍ତୋଷ କୁମାର ମହାନ୍ତି ୨୦୭ଭୋଟରେ ପ୍ରକାଶ ଆଚାର୍ଯ୍ୟଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ସନ୍ତୋଷ ମହାନ୍ତି ୫୧୬ ଭୋଟ ପାଇଥିଲା ବେଳେ  ଅପର ପକ୍ଷେ ପ୍ରକାଶ ୩୦୯ ଭୋଟ ପାଇଥିଲେ। ଉପସଭାପତି ଭାବେ ସନ୍ତୋଷ କୁମାର ସାହୁ   ୧୬୬ ଭୋଟ, ସମ୍ପାଦକ ସୂର୍ଯ୍ୟତାପ ଜେନା ୨୦୮ଭୋଟ ସହସମ୍ପାଦକ ପ୍ରଥମ ଭାବେ ମହେଶ୍ୱର ସୋରେନ ୧୭୩ ଭୋଟ, ସହସମ୍ପାଦକ ଦ୍ୱିତୀୟ ଭାବେ ବଳରାମ ମଲ୍ଲିକ ୧୭୩ ଭୋଟ, କୋଷାଧ୍ୟକ୍ଷ ଭାବେ ଦିଲ୍ଲୀପ ଭୋଇ ୨୬୯ ଭୋଟ ପାଇ ବିଜୟୀ ହୋଇଥିଲେ । କାର୍ଯ୍ୟକାରୀ ସଭ୍ୟ ରୂପେ ହେମନ୍ତ କୁମାର ସାହୁ ୪୮୨ ଭୋଟ, ଆରତୀ ମହାରଣା ୪୮୧ ଭୋଟ, ସତ୍ୟନାରାୟଣ ନାୟକ ୪୬୮  ଭୋଟ, ଗୋଲଖ ବିହାରୀ ସାହୁ ୪୫୯ ଭୋଟ ଓ ଅରୁଣ ମଲ୍ଲିକ ୪୯୧ଭୋଟ ପାଇ ବିଜୟୀ ହୋଇଛନ୍ତି l

ଆହୁରି ପଢନ୍ତୁ : ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୬ ସଂଯୋଜକ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.