ପାରାଦ୍ଵୀପ.୧୯।୯ ନେହେରୁ ବଙ୍ଗାଳା ମହାନଦୀ ମୁହାଣରେ ବୁଡିଲା ବୋଟ୍ । ମୁହାଣର ବୋଟ ଉପରେ ଓ ଜାର୍ ସାହାଯ୍ୟରେ ଭାସୁଛନ୍ତି ମତ୍ସ୍ୟଜୀବୀ। ମେରାଇନ ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ଜୋରରେ ଢେଉ ଥିବାରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି। ବୋଟ୍ ରେ ୭ ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି।
ଆହୁରି ପଢନ୍ତୁ : ଜୁଆ ଆଡ୍ଡା ଉପରେ ଚଢାଉ, ୭୭ ହଜାର ୧୮୦ ଟଙ୍କା ଜବତ, ୧୨ ଜୁଆଡି ଗିରଫ