ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଭାଇରାଲ ଭିଡିଓ: ଚଳନ୍ତା ବାଇକରୁ ଡେଇଁପଡିଲା ବୟଫ୍ରେଡ୍, ପଛ ସିଟରେ ବସିଥିବା ଯୁବତୀଙ୍କ ଅବସ୍ଥା ହେଲା ଏମିତି…

ନୂଆଦିଲ୍ଲୀ ୧୭/୯: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଏଥିରୁ କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଦେଉଛି ତ ଆଉ କିଛି ହସି ହସି ବେଦମ୍ କରିଦେଉଛି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କୁ ଚକିତ କରୁଛି । ଭିଡିଓରେ ଏକ ଯୁବକ ଏବଂ ଜଣେ ଯୁବତୀ ନଜର ଆସୁଛନ୍ତି । ଉଭୟ ବାଇକରେ ଯାତ୍ରା କରିବା ସମୟରେ ଅଚାନକ ଯୁବକ ଜଣକ ବାଇକରୁ ଡେଇଁ ପଡୁଛନ୍ତି । ଏହା ପରେ ଯୁବତୀଙ୍କ ସହ ଯାହା ହେଉଛି ଆପଣ  ନିଜେ ଦେଖନ୍ତୁ…



ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରାଯାଇଛି । ଏହାକୁ ଦେଖି ଲୋକମାନେ ହସି ହସି ଗଡିଯାଉଛନ୍ତି । ଭିଡିଓର ଆରମ୍ଭରୁ ଏକ କପଲ ବାଇକରେ ବସି ବୁଲୁଥିବା ନଜର ଆସୁଛନ୍ତି । କିନ୍ତୁ ଏହା ମଧ୍ୟରେ ପୁଅଟି ଅଚାନକ ଚଳନ୍ତା ବାଇକରୁ ଡେଇଁପଡୁଛି । ଏହା ପରେ ପଛରେ ବସିଥିବା ଯୁବତୀ ଯେନତେନ ପ୍ରକାରେ ବାଇକକୁ ସମ୍ଭାଳିଦେଉଛନ୍ତି । ୭ ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ଭିଡିଓରେ ୟୁଜର୍ସ ଭିନ୍ନ ଭିନ୍ନ ରିଆକ୍ସନ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.