ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶା ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକ: ମଙ୍ଗ ଧରିବେ ମଲ୍ଲିକାର୍ଜୁନ, ଅଛନ୍ତି ସୋନିଆ, ରାହୁଲ, ପ୍ରିୟଙ୍କା

ଭୁବନେଶ୍ୱର ୦୪/୦୫: ୨୦୨୪ ମହାଲଢ଼େଇ ପାଇଁ କଂଗ୍ରେସ ୪୦ ଜଣିଆ ହେବିଓ୍ବେଟ୍ ପ୍ରଚାରକ ତାଲିକା ପ୍ରକାଶ ପାଇଛି।ଓଡିଶାରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହି ତାଲିକାରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅଜୟ କୁମାର ପ୍ରମୁଖ ହେବିଓ୍ବେଟ୍ ସାମିଲ ଅଛନ୍ତି । 

ଅନ୍ୟମାନଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ଏ ରେବନ୍ତ ରେଡ୍ଡୀ, ରୂପେଶ ବାଘେଲ, ସଚିନ ପାଇଲଟ୍, ମାଲୁ ଭାଟି ବିକ୍ରର୍ମକା, ଅଳକା ଲାମ୍ବା, କହ୍ନେୟା କୁମାର, ମୀନାକ୍ଷୀ ନଟ୍ଟରାଜନ, ହର୍ଷବର୍ଦ୍ଧନ ସପକାଲ, ଗିରିଧର ଗମାଙ୍ଗ, କିଶୋର ପଟେଲ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଆର.ସି. ଖୁଣ୍ଟିଆ, ଭକ୍ତଚରଣ ଦାସ, ସୁଶୀଲା ତିରିଆ, ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ବିଜୟ କୁମାର ପଟ୍ଟନାୟକ, କଓ୍ବାସୀ ଲଖ୍ମା, ମୋହନ ମାର୍କମ, ଲକ୍ଷେଶ୍ବର ବାଘେଲ, ସନ୍ଦୀପ ସାହୁ, ଦାନସାରୀ ଅନସୂୟା, ଶିବାନନ୍ଦ ରାୟ, ବିଶ୍ବରଞ୍ଜନ ମହାନ୍ତି, ମୀନାକ୍ଷୀ ବାହିନୀପତି, ରଞ୍ଜିତ ପାତ୍ର, ଜୟରାମ ପାଙ୍ଗୀ, ଖ୍ରୀଷ୍ଟୋଫର ତିଲକ, ମହମ୍ମଦ ଶହନଓ୍ବାଜ ଚୌଧୁରୀ ରହିଛନ୍ତି ।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.