ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ୫ହଜାର ଡ଼େଇଁଲା, ତିନି ଜିଲ୍ଲାରେ ଡେଙ୍ଗୁ ସ୍ଥିତି ସଙ୍ଗିନ

ଭୁବନେଶ୍ୱର,୧୩/୦୯: ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ୫ ହଜାର ଡ଼େଇଁଲା । ବର୍ତ୍ତମାନ ସୁଦ୍ଧା ୫ହଜାର ୧୦୫ ରୋଗୀ  ଚିହ୍ନଟ ହେଲେଣି । ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ବାଲେଶ୍ୱର  ତିନି ଜିଲ୍ଲାରେ ସ୍ଥିତି  ସଙ୍ଗିନ ରହିଛି । ଏବେ  ଦୈନିକ ପ୍ରାୟ ଶହେରୁ  ଅଧିକ ପାଖାପାଖି  ରୋଗୀ ଚିହ୍ନଟ  ହେବାରେ ଲାଗିଛନ୍ତି ।  

ଗୁରୁବାର ସୁନ୍ଦରଗଡ଼ରେ  ୬୪, ଖୋର୍ଦ୍ଧାରେ ୩୫ ଓ ବାଲେଶ୍ୱରରେ ୨୭ ଜଣ ଚିହ୍ନଟ  ହୋଇଛନ୍ତି ।  ଖୋର୍ଦ୍ଧା ଜିଲ୍ଲା ୧୬୨୪ ହୋଇଥିଲା ବେଳେ  ଭୁବନେଶ୍ୱରରେ ୧୪ଶହ ରହିଛି । ୨୦ ରୋଗୀ ଚିହ୍ନଟ  ହୋଇଛନ୍ତି ।  ୩୭୭ ଟେଷ୍ଟିଂ ହୋଇଥିଲା । ସେଥିରୁ  ୨୦ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜଧାନୀବାସୀଙ୍କୁ ଏବେ  ଡେଙ୍ଗୁ ଚିନ୍ତା ଘାରିଛି । ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।  ପଟିଆ ରୋଗୀ ସଂଖ୍ୟା ୬୬ରେ ପହଞ୍ଚିଲାଣି ।  ସାଲିଆ ସାହିରେ ୪୩, ଜାଗମରା ୩୪, ଖଣ୍ଡଗିରିରେ  ୩୯, ଚନ୍ଦ୍ରଶେଖରପୁରରେ ୫୩, ଆଇଆରସି ଭିଲେଜରେ  ୨୬, ଜୟଦେବ ବିହାରରେ ୩୬ ଆଦି ମୋଟ ରୋଗୀ  ଚିହ୍ନଟ ହେଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.