ପ୍ରମୂଖ ଖବର
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ହମାସ ଖୁବ୍ ଦୁଷ୍ଟ, କିନ୍ତୁ ଅସ୍ତ୍ରବିରତିର ସମୟ ଆସିଯାଇଛି : ଗାଜାରୁ ସୁଡଙ୍ଗରୁ ମୃତଦେହ ମିଳିବା ପରେ ବାଇଡେନ୍‌ଙ୍କ ପ୍ରତିକ୍ରିୟା

ନୂଆଦିଲ୍ଳୀ,୧।୯:ଗାଜାରେ ଅସ୍ତ୍ରବିରତି ଓ ୬ ଲକ୍ଷରୁ ଅଧିକ ଶିଶୁଙ୍କ ପାଇଁ ପୋଲିଓ ଅଭିଯାନ ମଧ୍ୟରେ ସୁଡଙ୍ଗରୁ ୬ଟି ମୃତଦେହ ଜବତ ହୋଇଛି। ଇସ୍ରାଏଲର କହିବା ଅନୁସାରେ, ଏହି ସବୁ ଶବ ହମାସ ଦ୍ବାରା କରାଯାଇଥିବା ଇସ୍ରାଏଲର ବନ୍ଧକ ଥିଲେ। ଏହା ଭିତରେ ଜ‌ଣେ ଆମେରିକୀୟ ବନ୍ଧକଙ୍କ ମୃତଦେହ ରହିଛି। ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି,  ଗାଜା ପଟିରୁ ୬ ବନ୍ଧକଙ୍କ ମୃତଦେହକୁ ଉଦ୍ଧାର ହେବା କାରଣରୁ ସେ ଖୁବ୍ ଦୁଃଖିତ, କିନ୍ତୁ ଏବେ ଅସ୍ତ୍ରବିରତିର ସମୟ ଆସିଯାଇଛି ଓ ସେ ଏଥିପାଇଁ ୨୪ ଘଣ୍ଟା କାମ କରିବେ। ଏହି ଘଟଣାକ୍ରମକୁ ‘ଦୁଃଖଦ’ ଓ ‘ନିନ୍ଦନୀୟ’ ବୋଲି କହି ବାଇଡେନ୍ ଚେତାବନୀ ମଧ୍ୟ ଦେଇଛନ୍ତି। ସେ  କହିଛନ୍ତି, ହମାସ ନେତାଙ୍କୁ ଏହି ଅପରାଧର ମୂଲ୍ୟ ଦେବାକୁ ପଡିବ।’

ଆମେରିକା ରାଷ୍ଟ୍ରପତି କହିଛନ୍ତି, ଇସ୍ରାଏଲୀ ସେନା ଶନିବାର ରାଫା ସହର ତଳେ ଏକ ସୁଡଙ୍ଗରେ ହମାସ ଦ୍ବାରା ବନ୍ଧକ ଥିବା ୬ ଜଣଙ୍କ ଶବ ଉଦ୍ଧାର କରିଛି। ହ୍ବାଇଟ ହାଉସ୍‌ ଦ୍ବାରା ଜାରି ଏକ ବୟାନରେ ବାଇଡେନ୍ କହିଛନ୍ତି, ଆତଙ୍କବାଦୀଙ୍କ ଦ୍ବାରା ମୃତ ବନ୍ଧକଙ୍କ ମଧ୍ୟରେ ଆମେରିକୀୟ ନାଗରିକ, ହର୍ଷ ଗୋଲ୍ଡବର୍ଗ-ପୋଲିନ ଥିଲେ। ଏବେ ସମୟ ଆସିଯାଇଛି ଏହି ଯୁଦ୍ଧ ଶେଷ ହୋଇଯିବ ଦରକାର।’  

ବାଇଡେନ୍  କହିଛନ୍ତି, ହମାସ ଏକ ଦୁଷ୍ଟ ଆତଙ୍କବାଦୀ ସଂଗଠନ। ଏହି ହତ୍ୟା ସହ ହମାସ ହାତରେ ଆହୁରି ଅଧିକ ଆମେରିକୀୟଙ୍କ ରକ୍ତ ଲାଗିଛି। ମୁଁ ହମାସର କ୍ରୁରତାକୁ କଡା ନିନ୍ଦା କରୁଛି, ପୁରା ଦୁନିଆକୁ ମଧ୍ୟ ଏହାର ନିନ୍ଦା କରିବା ଦରକାର। ହଜାର ହାଜର ଲୋକଙ୍କ ନର ସଂହାରରୁ ନେଇ ଯୌନ ହିଂସା, ବନ୍ଧକ ଓ ହତ୍ୟା ପର୍ଯ୍ୟନ୍ତ ସ୍ଥିତି ଖୁବ୍ ଭୟାବହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.