ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସୁଛି ପ୍ରାରମ୍ଭିକ ଗଣତି ଅପ୍‌ଡେଟ୍‌; ଆରମ୍ଭରୁ ୨୦୦ ରୁ ଅଧିକ ଆସନରେ ଆଗୁଆ ଏନ୍‌ଡିଏ

ନୂଆଦିଲ୍ଲୀ,୦୪/୦୬: ଇଭିଏମ୍‌ ଗଣତି ସହିତ ସମୟକ୍ରମେ କେଉଁ ଦଳ କେଉଁ ସ୍ଥାନରୁ ଆଗୁଆ ଅଛି ତାହାର ଟିଖିନିକି ଖବର ଆସୁଛି। ବର୍ତ୍ତମାନର ଅପ୍‌ଡେଟ୍‌ ତଥା ପ୍ରାରମ୍ଭିକ ଟ୍ରେଣ୍ଡରେ ଲୋକସଭାରେ ବିଜେପି ନେତୃତ୍ବାଧିକ ଏନ୍‌ଡିଏ ୨୮୭ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ନେତୃତ୍ବାଧିକ ଇଣ୍ଡି ମେଣ୍ଟ ୧୭୪ ଆସନରେ ଆଗୁଆ ରହିଛି। ଏପଟେ ଓଡ଼ିଶା ଲୋକସଭା କଥା ଯଦି ଆଲୋଚନା କରିବା ତେବେ ରାଜ୍ୟର ୩ଟି ଆସନରୁ ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ରହିଥିବା ବେଳେ ବିଧାନସଭାରେ ବିଜେଡି ୪ଟି ଆସନ, ବିଜେପି ୩ଟି ଓ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.