ଭୁବନେଶ୍ୱର,୧୭/୦୩: ଭୁବନେଶ୍ୱର-ବିଶାଖାପଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ ରବିବାର ଠାରୁ ନିୟମିତ ଚଳାଚଳ କରିବ । ସୋମବାରକୁ ବାଦ୍ ଦେଇ ସପ୍ତାହର ଅନ୍ୟ ସମସ୍ତ ଦିନ ଏହି ଟ୍ରେନ୍ ଚାଲିବ । ଭୁବନେଶ୍ୱର ଷ୍ଟେସନରୁ ଏହି ଟ୍ରେନ୍ ସକାଳ ୫ଟା୧୫ରେ ଛାଡିବ । ଯାହା ବିଶାଖାପାଟଣାରୁ ଅପରାହ୍ନ ୩ଟା୩୦ରେ ଛାଡ଼ିବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନଙ୍କ...