ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାସ୍ତାରେ ଚାଲି ଚାଲି ଯାଉଥିଲେ ମହିଳା, କାର ଧକ୍କାରେ ଚାଲିଗଲା ଜୀବନ

ବେଗୁନିଆପଡା, ୭।୯ :  ରାସ୍ତାରେ ଚାଲି ଚାଲି ଯାଉଥିଲେ ଜଣେ ମହିଳା । ଏହି ସମୟରେ ଏକ କାର ଦ୍ରୁତ ଗତିରେ ଆସି ମହିଳାଙ୍କୁ ଧକ୍କା ଦେବାରୁ ମୃତ୍ୟୁ ଘଟିଛି। ମହିଳା ଜଣକ ହେଲେ  କୋଦଳା ଥାନା ଅନ୍ତର୍ଗତ ବି.ନୁଆଁପଲ୍ଲୀ ଗ୍ରାମର  ସୁନିତା ପରିଡା। 

କୋଦଳା ଥାନା ଅନ୍ତର୍ଗତ ବି.ନୁଆଁପଲ୍ଲୀ ଗ୍ରାମର ଚକାଡୋଳା ପରିଡାଙ୍କ ସ୍ତ୍ରୀ ସୁନିତା ଚାଲି ଚାଲି ରାସ୍ତାରେ ଯାଉଥିଲେ। ଏହି ସମୟରେ ଏକ କାର ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। । ପରିବାର ଲୋକେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢନ୍ତୁ : ଟିପିଏସ୍ଓଡିଏଲ୍ ଦ୍ଵାରା ଭଞ୍ଜନଗରରେ ଅଭିଯୋଗ ସମାଧାନ ଫୋରମ୍ ଉଦଘାଟିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.