ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

‘ରାମାୟଣ’ ଉପରେ ଆରମ୍ଭ ହେଲା କାମ , ରଣବୀର ଓ ସାଇ ପଲ୍ଲବୀଙ୍କ ସହ ଲିଡ୍‌ରେ ରହିବେ ଏହି କଳାକାର

ମୁମ୍ୱାଇନିତେଶ ତିୱାରୀଙ୍କ ଫିଲ୍ମ ରାମାୟଣ ସହ ଜଡ଼ିତ ବଡ଼ ଅପଡେଟ୍ଆସିଛି କୁହାଯାଉଛି କି ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ରାମାୟଣର ସୁଟିଂ ଆଗାମୀ ବର୍ଷ ଆରମ୍ଭ ହେବ ମିଡ଼ିଆ ରିପୋର୍ଟ ଅନୁସାରେ, ବଲିଉଡ ଅଭିନେତା ରଣବୀର କପୁର ଏହି ଫିଲ୍ମରେ ରାମଚନ୍ଦ୍ରଙ୍କ ଭୂମିକାରେ ନଜର ଆସିବେ ସାଉଥ୍ଅଭିନେତ୍ରୀ ସାଇ ପଲ୍ଲବୀ ମାତା ସୀତା ହେବେ ସେପଟେ ସାଉଥ୍ସୁପରଷ୍ଟାର ୟଶ ଦଶ ମୁଣ୍ଡିଆ ରାବଣର ଚରିତ୍ରରେ ନଜର ଆସିବେ

ଭିଏଫ୍ଏକ୍ସ ଉପରେ ନିତେଶ ତିୱାରୀଙ୍କ ଫୋକସ ରହିବ ନାହିଁ –

ଫିଲ୍ମ ସହ ଜଡ଼ିତ ଏକ ସୂତ୍ର ପିଙ୍କଭିଲାକୁ କହିଛି କି ନିତେଶ ତିୱାରୀ ତାଙ୍କ ଟିମ୍ରାମାୟଣ ଉପରେ ଜୋରସୋରରେ କାମ କରିବା ଆରମ୍ଭ କରି ଦେଇଛନ୍ତି ଖାଲି ଏତିକି ନୁହେଁ , ମେକର୍ସ ଫିଲ୍ମର ଭିଏଫଏକ୍ସ ପାଇଁ ଓସ୍କାର ବିଜେତା କମ୍ପାନୀ  ଡିଏନଇଜି ସହ କଥାବାର୍ତ୍ତା ବି କରି ସାରିଛନ୍ତି ହେଲେ ସୂତ୍ର ଏହାକି କହିଛି କି ନିତେଶ ତିୱାରୀଙ୍କର ଫିଲ୍ମରେ ଭିଏଫଏକ୍ସ ଉପରେ ଅଧିକ ଫୋକସ ରହିବ ନାହିଁ ସେ କାହାଣୀ ଇମୋସନ୍ସ ଉପରେ ନିଜର ଫୋକସ ରଖିବେ



କହି ରଖୁଛୁ କି, ଫିଲ୍ମ କ୍ରିଟିକ୍ସର କହିବା ଥିଲା କି ଓମ୍ ରାଉତଙ୍କ ଆଦିପୁରୁଷ ତିଆରି କରିବା ଯାଏ କେବଳ ଭିଏଫଏକ୍ସ ଉପରେ ଧ୍ୟାନ ଦେଇଥିଲେ ବୋଧହୁଏ ଏଥିପାଇଁ ନିତେଶ ତିୱାରୀ ଭିଏଫଏକ୍ସ ପରିବର୍ତ୍ତେ କାହାଣୀ ଉପରେ ଫୋକସ କରୁଛନ୍ତି

ସୂତ୍ରାନୁସାରେ , ରଣବୀର କପୁର ସାଇ ପଲ୍ଲବୀ ଆଗାମୀ ବର୍ଷ ଫେବ୍ରୁୟାରୀ ପାଖାପାଖି ଫିଲ୍ମର ସୁଟିଂ ଆରମ୍ଭ କରିବେ   

Copyright © 2022 - Summa Real Media Private Limited. All Rights Reserved.