ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲଦାଖରେ ବାୟୁସେନାର ଆପାଚେ ହେଲିକପ୍ଟରର ଜରୁରୀ ଲ୍ୟାଣ୍ଡିଂ: ପାଇଲଟ ସୁରକ୍ଷିତ, କୋର୍ଟ ଅଫ୍‌ ଇନକ୍ବାରୀର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୪: ଭାରତୀୟ ବାୟୁସେନାର ଆପାଚେ ହେଲିକପ୍ଟର ବୁଧବାର ଲଦାଖରେ କରିଛି ଜରୁରୀ ଲ୍ୟାଣ୍ଡିଂ। ଏହି ସମୟରେ ହେଲିକପ୍ଟର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ ଥିବା ଦୁଇ ପାଇଲଟ୍ ସୁରକ୍ଷିତ ଅଛନ୍ତି। ବାୟୁସେନା ପକ୍ଷରୁ ଗୁରୁବାର ଏନେଇ ସୂଚନା ଦେଇଛି। ବାୟୁସେନା ଘଟଣାକୁ ନେଇ କୋର୍ଟ ଅଫ୍ ଇନକ୍ବାରୀ ପାଇଁ ନିର୍ଦେଶ ଦେଇଛି। 

ଆଇଏଏଫ୍‌ ଏକ ସଂକ୍ଷିପ୍ତ ବୟାନରେ କହିଛି, ଆଇଏଏଫ୍‌ର ଆପାଚେ ହେଲିକପ୍ଟର ୩ ଅପ୍ରେଲରେ ଲଦାଖରେ ଏକ ପରିଚାଳନା ପ୍ରଶିକ୍ଷଣ ଉଡାଣ ବେଳେ ଜରୁରୀ ଲ୍ୟାଣ୍ଡିଂ କରିଛି। ଏହି ଲ୍ୟାଣ୍ଡିଂ ପକ୍ରିୟା ବେଳେ ହେଲିକପ୍ଟର କ୍ଷତିଗ୍ରସ୍ତ ହୋଇଛି। ଏଥିରେ କୁହାଯାଇଛି, ବିମାନରେ ଥିବା ଦୁଇଜଣ ପାଇଲଟ ସୁରକ୍ଷିତ ଅଛନ୍ତି ଓ ତାଙ୍କୁ ନିକଟତମ ଏୟାରବେସ୍‌କୁ ନିଆଯାଇଥିଲା। ଏହାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ବାରୀ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.