ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଚେକିଂ ବେଳେ ଭୁବନେଶ୍ବରରେ କାରରୁ ୩.୬ ଲକ୍ଷ ଟଙ୍କା ଜବତ

ଭୁବନେଶ୍ବର, ୨୮।୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ବରରେ ଚେକିଂ ଜୋରସୋର କରାଯାଇଛି। ଡମଣା ଓମ୍ଫେଡ ଛକରେ ବିଳମ୍ୱିତ ରାତିରେ ପୋଲିସ୍ ର ବ୍ଳକିଂ ବେଳେ ଏକ କାରରୁ  ୩.୬ ଲକ୍ଷ  ଟଙ୍କା ଜବତ ହୋଇଛି  । ଚନ୍ଦ୍ରଶେଖପୁରରେ  ଥାନା ପୋଲିସ୍ ଟଙ୍କା ଜବତ୍ କରିଛି  ।  ପୋଲିସ ଚନ୍ଦକା ଅଞ୍ଚଳର  ଜଣକୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ଏକ ଟାଟା  କାରରେ  ଏତେ ଟଙ୍କା କେଉଁଆଡେ ନେଉଥିଲେ । କାହା ପାଖକୁ ଟଙ୍କା ନେଉଥିଲେ ସେନେଇ ଚନ୍ଦ୍ରଶେଖପୁର ପୋଲିସ ତଦନ୍ତ ତଦନ୍ତ ଆରମ୍ଭ କରିଛି ।  

ନିର୍ବାଚନ ପାଇଁ ରାସ୍ତାରେ ଗାଡ଼ି ବକ୍ଲିଂ ଓ  ଚେକିଂକୁ  ଜୋରଦାର କରାଯାଇଛି  । ୬୦ ରୁ ଅଧିକ ଗାଡ଼ି ଚେକିଂ କରି ସିଜ୍ କରାଯାଇଛି । ୫ ଟି ମୋରମ ଟ୍ରକ୍  ଓ ୧୦ ଟି ଚୋରା ବାଇକ୍ ଜବତ୍ କରାଯାଇଛି । 

ଆହୁରି ପଢନ୍ତୁ : କାରରୁ ୫ ଲକ୍ଷ ଟଙ୍କା ଜବତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.