ପ୍ରମୁଖ ଖବର
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ଚେକିଂ ବେଳେ ଭୁବନେଶ୍ବରରେ କାରରୁ ୩.୬ ଲକ୍ଷ ଟଙ୍କା ଜବତ

ଭୁବନେଶ୍ବର, ୨୮।୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ବରରେ ଚେକିଂ ଜୋରସୋର କରାଯାଇଛି। ଡମଣା ଓମ୍ଫେଡ ଛକରେ ବିଳମ୍ୱିତ ରାତିରେ ପୋଲିସ୍ ର ବ୍ଳକିଂ ବେଳେ ଏକ କାରରୁ  ୩.୬ ଲକ୍ଷ  ଟଙ୍କା ଜବତ ହୋଇଛି  । ଚନ୍ଦ୍ରଶେଖପୁରରେ  ଥାନା ପୋଲିସ୍ ଟଙ୍କା ଜବତ୍ କରିଛି  ।  ପୋଲିସ ଚନ୍ଦକା ଅଞ୍ଚଳର  ଜଣକୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ଏକ ଟାଟା  କାରରେ  ଏତେ ଟଙ୍କା କେଉଁଆଡେ ନେଉଥିଲେ । କାହା ପାଖକୁ ଟଙ୍କା ନେଉଥିଲେ ସେନେଇ ଚନ୍ଦ୍ରଶେଖପୁର ପୋଲିସ ତଦନ୍ତ ତଦନ୍ତ ଆରମ୍ଭ କରିଛି ।  

ନିର୍ବାଚନ ପାଇଁ ରାସ୍ତାରେ ଗାଡ଼ି ବକ୍ଲିଂ ଓ  ଚେକିଂକୁ  ଜୋରଦାର କରାଯାଇଛି  । ୬୦ ରୁ ଅଧିକ ଗାଡ଼ି ଚେକିଂ କରି ସିଜ୍ କରାଯାଇଛି । ୫ ଟି ମୋରମ ଟ୍ରକ୍  ଓ ୧୦ ଟି ଚୋରା ବାଇକ୍ ଜବତ୍ କରାଯାଇଛି । 

ଆହୁରି ପଢନ୍ତୁ : କାରରୁ ୫ ଲକ୍ଷ ଟଙ୍କା ଜବତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.