ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବଲିଉଡ୍‌ରେ ଏଣ୍ଟ୍ରି କରିବେ ଅଞ୍ଜିନି ଧୱନ, ‘ବିନି ଆଣ୍ଡ୍‌ ଫ୍ୟାମିଲି’ ର ହେବେ ନାୟିକା

ମୁମ୍ବାଇ ୦୭/୦୯: ଫିଲ୍ମ ‘ବିନି ଆଣ୍ଡ୍‌ ଫ୍ୟାମିଲି’ ଜରିଆରେ ବଲିଉଡ୍‌ରେ ପାଦ ଥାପିବେ ଅଞ୍ଜିନି ଧୱନ । ଅଭିନେତା ବରୁଣ ଧୱନଙ୍କ ଝିଆରି ହୋଇଥିବାରୁ ସିନେ ଦୁନିଆକୁ ଆସିବା ପୂର୍ବରୁ ଷ୍ଟାର୍‌ କିଡ୍‌ ବିବାଦରେ ଛନ୍ଦି ହୋଇଛନ୍ତି ଅଞ୍ଜିନି । ବଲିଉଡ୍‌ରେ ଷ୍ଟାର୍‌ କିଡ୍‌ଙ୍କୁ ସୁଯୋଗ ମିଳିବା ନେଇ ହେଉଥିବା ଚର୍ଚ୍ଚା ଭିତରେ ତାଙ୍କୁ ସାମିଲ କରାଯାଇଛି । ଫିଲ୍ମ ଦୁନିଆ ସହିତ ତାଙ୍କ ପରିବାର ଜଡ଼ିତ ଥିବାରୁ ଅଞ୍ଜିନି ସେ ସୁବିଧା ହାସଲ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଅଞ୍ଜିନି ଏହାକୁ ଖଣ୍ଡନ କରିଛନ୍ତି । ତାଙ୍କର ସିନେ ଯାତ୍ରା କଠିନ ପରିଶ୍ରମ, ଏକାଧିକ ଅଡିସନ୍‌ ଓ ପ୍ରତ୍ୟାଖ୍ୟାନ ଦେଇ ଗତିକରିଛି ବୋଲି ସେ କହିଛନ୍ତି ।

ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ଅଞ୍ଜିନି କହିଛନ୍ତି, ଫିଲ୍ମ ଦୁନିଆ ସହ ପାରିବାରର ସମ୍ପର୍କ ଯୋଗୁ ମୋତେ ‘ବିନି ଆଣ୍ଡ୍‌ ଫ୍ୟାମିଲି’ ମିଳିନାହିଁ । ବରଂ ଅନେକ ଅଡିସନ୍‌ ପରେ ମୁଁ ଏହି ଭୂମିକା ପାଇଛି । କୌଣସି ଅଡିସନ୍‌ ବିନା ମୋତେ କଦାପି କାହାଣୀ ମିଳିନାହିଁ । ସେତିକି ନୁହେଁ, ଅନେକ ପ୍ରତ୍ୟାଖ୍ୟାନର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଛି । ଷ୍ଟାର୍‌ କିଡ୍‌ଙ୍କ ତୁଳନାରେ ବାହାରୁ ଆସି ବଲିଉଡ୍‌ରେ କ୍ୟାରିଅର ଗଢ଼ିବାକୁ ଚାହୁଁଥିବା କଳାକାରମାନେ ଇଣ୍ଡଷ୍ଟ୍ରିରେ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି ବୋଲି ଅଞ୍ଜିନି ସ୍ୱୀକାର କରିଛନ୍ତି । ଦର୍ଶକ ଷ୍ଟାର୍‌ କିଡ୍‌ଙ୍କୁ ପ୍ରତ୍ୟାଖ୍ୟାନ କଲେ ମଧ୍ୟ କେତେକାଂଶରେ ସେମାନେ ଶୀଘ୍ର ସୁଯୋଗ ପାଇଯାଆନ୍ତି । କିନ୍ତୁ ବରୁଣଙ୍କ ଝିଆରି ହୋଇଥିବାରୁ ତାଙ୍କୁ କେହି ଫିଲ୍ମ ଅଫର୍‌ ଦେଇନାହାନ୍ତି ବୋଲି ଅଞ୍ଜିନି ସ୍ପଷ୍ଟ କରିଛନ୍ତି । ‘ବିନି ଆଣ୍ଡ୍‌ ଫ୍ୟାମିଲି’ ନିର୍ଦ୍ଦେଶକ ତାଙ୍କର ଏକ ପୁରୁଣା ଅଡିସନ୍‌ ଦେଖି ତାଙ୍କୁ ଫିଲ୍ମରେ ସୁଯୋଗ ଦେଇଛନ୍ତି । ଆସନ୍ତା ୨୦ ତାରିଖରେ ଥିଏଟରକୁ ଆସିବ ଫ୍ୟାମିଲି ଡ୍ରାମା ‘ବିନି ଆଣ୍ଡ୍‌ ଫ୍ୟାମିଲି’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.