ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବାନ୍ତି ଏବଂ ଡାଇରିଆରୁ ମୁକ୍ତି ଦେଇଥାଏ ଆମ୍ବଡା, ଏପରି କରନ୍ତୁ ବ୍ୟବହାର

ନୂଆଦିଲ୍ଲୀ ୧୯/୦୯: ଆମ୍ବଡ଼ା ଫଳ ହେଉଛି ଏକ ଖଟା ଜାତୀୟ ଜଙ୍ଗଲୀ ଫଳ । ଏହି ଗଛର ଉତ୍ପତ୍ତି ଫିଲିପାଇନ୍ସ ଓ ଇଣ୍ଡୋନେସିଆରୁ ଆସିଛି । ଏହି ଫଳ ବୈଜ୍ଞାନିକ ନାମ ସ୍ପୋନଡିଆସ୍‌ ପିନାଟା । ଇଂରାଜୀରେ ଏହାକୁ ହଗ୍‌ ପ୍ଲମ୍‌ କୁହାଯାଏ । ଏହି ଫଳ ଜୁଲାଇସେପ୍ଟେମ୍ବର ମାସରେ ହୋଇଥାଏ । ଓଡ଼ିଶାର ଲୋକମାନେ ଏହି ଫଳର ଚୋପାକୁ ମଧ୍ୟ ଆଚାର ତିଆରି କରିବା ପାଇଁ ବ୍ୟବହାର କରନ୍ତି ।

ଫଳର ଗଠନ :

ଆମ୍ବଡ଼ା ଫଳ ଦେଖିବାକୁ ଅଣ୍ଡା ଆକୃତିର । ଏହି ଫଳ ଦେଖିବାକୁ ଈଷତ ସବୁଜ ରଙ୍ଗ । ଏହି ଫଳ ପାଚିବା ପରେ ହଳଦିଆ ରଙ୍ଗ ହୋଇଯାଇଥାଏ । ଏହି ଫଳର ଭିତରେ ମଞ୍ଜି ଥାଏ । ଏହି ଫଳର ଆକାର ୩୫-୫୦ ମି.ମି ।

ସ୍ୱାସ୍ଥ୍ୟ ଲାଭ :

-ଏହି ଫଳକୁ ଆୟୁର୍ବେଦିକ ଚିକିତ୍ସାରେ ପେଟ ସମସ୍ୟା, ଚର୍ମ ରୋଗ, କ୍ଷତ ଆଦି ଭଲ କରିବାରେ ବ୍ୟବହାର କରାଯାଏ ।

-ବାନ୍ତି ଏବଂ ଡାଇରିଆ ସମସ୍ୟାରେ ମଧ୍ୟ ଏହି ଫଳର ବ୍ୟବହାର ହୋଇଥାଏ ।

-ଆନୋରକ୍ସିଆ ଭଳି ରୋଗର ଆଶଙ୍କା କମ କରିବାରେ ସାହାଯ୍ୟ କରିଥାଏ ।

ପୋଷକତତ୍ତ୍ୱ :

ଗବେଷଣାରୁ ଜଡାପଡିଛି ଯେ ଏହି ଫଳରେ ପ୍ରାୟ ୩୫ଟି ଫାଇଟୋକେମିକାଲ୍ସ ରହିଛି । ଯଥା କୁଇନନ୍‌, ଆଲ୍କାଲଏଡ୍‌, ଫିନଲ୍‌, ଫ୍ଲାବୋନୋଏଡ୍‌, ଗ୍ଲାଇକୋସାଇଡ୍‌, ଟାନିନ୍‌, କ୍ୟୁମାରିନ୍‌ ଇତ୍ୟାଦି ଭରି ରହିଛି । ୧୦୦ ଗ୍ରା. ଆମ୍ବଡାରେ ୭୧.୦୬% ମଏଶ୍ଚର, ୪.୨୩% ଆସ୍‌,୩.୪୩% ଫ୍ୟାଟ୍‌, ୪.୪୭% ଫାଇବର,୫.୫୪% ପ୍ରୋଟିନ, ୨୮.୩୮% କାର୍ବୋହାଇଡ୍ରେଟ, ୧୬୬.୪% ଏନର୍ଜି ଥାଏ । ଏହି ଫଳରେ ଭିଟାମିନ୍‌-ସି ଅଧିକ ଥାଏ ।

lifestyle
health tips
hog plum

Copyright © 2022 - Summa Real Media Private Limited. All Rights Reserved.