ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କନ୍ୟା ପାଇଁ ଏଲିଇଡି ଲେହେଙ୍ଗା ପ୍ରସ୍ତୁତ କଲେ ବର, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୧୧।୯: ବିବାହ ହେଉ କିମ୍ୱା କୌଣସି ଫଙ୍କସନ୍‌ରେ ସାଧାରଣତଃ ଆମେ ଯୁବତୀମାନଙ୍କୁ ଦାମୀ ଦାମୀ ଲେହେଙ୍ଗା ପିନ୍ଧିଥିବାର ଦେଖିଥାଉ । ଏଥିମଧ୍ୟରୁ କନିଆର ଲେହେଙ୍ଗା ଥାଏ ସବୁଠୁ ୟୁନିକ୍ । ନିକଟରେ ଇଣ୍ଟରନେଟ୍‌ରେ ବେଶ୍ ଭାଇରାଲ ହେଉଛି ଏଲଇଡି ଲେହେଙ୍ଗା । ଇନଷ୍ଟାଗ୍ରାମ୍‌ରେ ଏହି ଲେହେଙ୍ଗାର ଫଟୋ ଓ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଜଣେ ପାକିସ୍ତାନୀ କନ୍ୟା ନିଜ ହଳଦୀ ସେରିମନିରେ ଏଲଇଡି ଲେହେଙ୍ଗା ପିନ୍ଧିଥିବାର ଦେଖାଯାଉଛି । ସବୁଠୁ ଖାସ୍ କଥା ହେଉଛି, ଏହି ଲେହେଙ୍ଗାକୁ କୌଣସି ଡିଜାଇନର ନୁହଁ, ବରଂ ତାଙ୍କ ଭାବୀ ସ୍ୱାମୀ ପ୍ରସ୍ତୁତ କରିଛନ୍ତି । 



ଫଙ୍କସନ୍‌ରେ ତାଙ୍କ ପତ୍ନୀ ସବୁଠୁ ଅଧିକ ଚମତ୍କାର ତଥା ଉଜ୍ୱଳ ଦେଖାଯିବା ପାଇଁ ସେ ଏହି ଏଲଇଡି ଲେହେଙ୍ଗା ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଲେହେଙ୍ଗାଟି ଦେଖିବାକୁ ଖୁବ୍ ସୁନ୍ଦର ହୋଇଥିବା ବେଳେ ଏଥିପାଇଁ କନ୍ୟା ଜଣକ ବେଶ୍ ଉତ୍ସାହିତ ଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଥିସହ କନ୍ୟା ଜଣକ କହିଛନ୍ତି ହୁଏତ ଏହି ଲେହେଙ୍ଗାକୁ ଅନେକ ଲୋକ ନାପସନ୍ଦ କରିପାରନ୍ତି ଏବଂ ଥଟ୍ଟା କରିପାରନ୍ତି । କିନ୍ତୁ, ମୋ ପାଇଁ ମୋ ସ୍ୱାମୀ ପ୍ରସ୍ତୁତ କରିଥିବା ଏହି ଲେହେଙ୍ଗା ମୁଁ ଗର୍ବର ସହିତ ପିନ୍ଧିବି । କାରଣ ମୁଁ ଜାଣେ, କୌଣସି ବର ନିଜ କନ୍ୟା ପାଇଁ ଏଭଳି ପ୍ରୟାସ କରିନଥିବେ । ତେବେ ଏହି ଭିଡିଓରେ ଅନେକ ଲୋକ କମେଣ୍ଟ କରିଛନ୍ତି । କିଛି ୟୁଜର୍ସ ଏହି ଲେହେଙ୍ଗାକୁ ପସନ୍ଦ କରୁଥିବା ବେଳେ କେହି କେହି ଲେହେଙ୍ଗା ପିନ୍ଧିଥିବା ଯୁବତୀଙ୍କୁ ଟ୍ରୋଲ୍ କରିଛନ୍ତି । 

led lehenga

Copyright © 2022 - Summa Real Media Private Limited. All Rights Reserved.