ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ : ମାମୁଁ ମୃତ, ଭଣଜା ଆହତ

ମାଲକାନଗିରି,୧୯।୯ : ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ କତାମେଟା ଠାରେ ପିକଅପ ଭ୍ୟାନ ଧକ୍କାରେ ବାଇକ ଆରୋହି ର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଗଙ୍ଗଲା ଗ୍ରାମର ଡମ୍ବରୁ ଧର କପେ ।

 ମାଥିଲି ରୁ ମାଲକାନଗିରି ଅଭିମୁଖେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଯାଉ ଥିଲା।  ଗଙ୍ଗଲା ଗ୍ରାମର ଡମ୍ବରୁ ଧର କପେ (୨୩)ଓ ତାଙ୍କ ଭଣଜା କରାପାଲି ଗ୍ରାମର ମଙ୍ଗୁଲୁ ଓଡି ଗୋଟିଏ ବାଇକ ରେ ସି ଗୋତିଯୋଡି ଗ୍ରାମର ରୁ ଗଙ୍ଗଲା କୁ ଫେରୁଥିଲେ।  କତାମେଟା ଠାରେ ବେଳେ ପିକଅପ ଭ୍ୟାନ ସହିତ ଧକ୍କା ହୋଇଥିଲା।  ଘଟଣା ସ୍ଥଳରେ ଡମ୍ବରୁ କପେ ର ମୃତ୍ୟୁ ଘଟିଥିବା ବେଳେ ଭଣଜା ମଙ୍ଗୁଲୁ ଗୁରୁତର ଭାବେ ଆହତ ହୋଇଛନ୍ତି। ନିକଟସ୍ଥ ଗ୍ରାମ ବାସୀ ପୁଲିସ କୁ ଖବର ଦେବାପରେ ପୋଲିସ ପହଁଚି ଆହତ କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ପଠାଇଥିଲେ।ଗାଡିଚାଳକ ଫେରାର ହୋଇଯାଇଥିବା ବେଳେ ପୁଲିସ ଗାଡି ଜବତ କରି ଛି। ମୃତଶରୀର ପୁଲିସ ଜବତ କରି ମାଲକାନଗିରି ହସ୍ପିଟାଲ କୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢନ୍ତୁ : ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍ , ୨ ଗୁରୁତର


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.