ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଇସ୍ରାଏଲରଅପରେସନ ‘ନର୍ଦର୍ନ ଆରୋଜ’ରେ ୧୬ କମାଣ୍ଡର ମୃତ

ନୂଆଦିଲ୍ଲୀ,୨୫/୦୯:  ଲେବାନନରେ ଇସ୍ରାଏଲର ଅପରେସନ ‘ନର୍ଦର୍ନ ଆରୋଜ’। ଏହି ପ୍ରାଣଘାତୀ ହମଲାରେ ଲେବାନନରେ ପ୍ରାୟ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୦୦ ଲୋକ ଆହତ ହୋଇଛନ୍ତି । ଏଥିରେ ଅନେକ ହିଲବୁଲ୍ଲା ଲିର୍ଡରଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଆଇଡିଏଫ । ଇସ୍ରାଏଲ ଏହି ଭୟଙ୍କର ଆକ୍ରମଣରେ ଭୟଭୀତ ହୋଇଛି ଲେବାନନ । ଦକ୍ଷିଣ ପ୍ରାନ୍ତରେ ଥିବା ସହରରୁ ବହୁ ସଂଖ୍ୟାରେ ଲୋକ ପଳାୟନ କରୁଛନ୍ତି । ଫଳରେ ସହର ଗୁଡ଼ିକରେ ଟ୍ରାଫିକ୍ ସମୟ ଦେଖି ଦେଇଛି । 

ଏପଟେ ଇସ୍ରାଏଲ ଫାଇଟର ଜେଟ୍ ହିଜବୁଲ୍ଲାର ଲଞ୍ଚପ୍ୟାଡ୍, କମାଣ୍ଡୋ ସେଣ୍ଟର, ଆଶ୍ରୟସ୍ଥଳୀ, ଅସ୍ତ୍ର ଭଣ୍ଡାରକୁ ଟାର୍ଗେଟ କରିଛି । ବିଶେଷ କରି ଦକ୍ଷିଣ ଲେବାନନ ଏବଂ ବେକା ଭ୍ୟାଲିରେ ନରସଂହାର ଜାରି ରହିଛି ।   ହିଜବୁଲ୍ଲା ପ୍ରାୟ ୧୬ଶହ  ପାଏଣ୍ଟକୁ ଟାର୍ଗେଟ୍ କରି ଧ୍ବଂସ କରି ଦେଇଛି ଇସ୍ରାଏଲ । ବିରୁଟରେ ମଧ୍ୟ ଇସ୍ରାଏଲ ଯୁଦ୍ଧ ବିମାନ ଜରୋଦାର ଏୟାର ଷ୍ଟ୍ରାଇକ୍ କରିଛି । ଏଥିରେ ହିଜବୁଲ୍ଲାର ସିନିୟର ଲିର୍ଡର ଅଲ୍ଲୀ କରାକୀର ମୃତ୍ୟୁ ହୋଇଥିବା ଦାବି କରିଛି ଆଇଡିଏଫ । ଅଲ୍ଲୀ କରାକୀର ଯେଉଁ ବିଲ୍ଡିଂରେ ଥିବା ତାକୁ ଇସ୍ରାଏଲ୍ ସେନା ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରି ଦେଉଛି । କରାକୀ ହିଜବୁଲ୍ଲା ଆତଙ୍କୀ ସଂଗଠନର ଇବ୍ରାହୀମ୍ ଆକିଲଙ୍କ ସ୍ଥାନ ନେଇଥାନ୍ତା ବୋଲି ଚର୍ଚ୍ଚା ଜୋର ଧରିଛି । 

ଆକିଲ୍ ହିଜବୁଲ୍ଲାର ଆଇଓ୍ବାନ ଫୋର୍ସର କମାଣ୍ଡର ଥିଲା । ତାକୁ ବିରୁଟର ଏକ ବଙ୍ଗଳାର ବେସମେଣ୍ଟରେ ଇସ୍ରାଏଲ ସେନା ହତ୍ୟା କରିଛି । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ଅଲ୍ଲୀ କରାକୀର ମୃତ୍ୟୁ ହୋଇଛି । ମାତ୍ର ହିଜବୁଲ୍ଲା ଆତଙ୍କୀ ସଂଗଠନ କରାକୀ ମୃତ୍ୟୁକୁ ଖଣ୍ଡନ କରିଛି । ଅପରେସନକୁ ‘ନର୍ଦର୍ନ ଆରୋଜ’ ଅପରେସନରେ ହିଜବୁଲ୍ଲା ଆତଙ୍କୀ ସଂଗଠନର ବଡ଼ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ଦାବି କରିଛି । ଆତଙ୍କୀ ସଂଗଠନର ୧୬ଜଣ ସିନିୟର କମାଣ୍ଡର ପ୍ରାଣ ହରାଇଛନ୍ତି । ଏମାନେ ସବୁ ବିରୁଟରେ ଏକ ବୈଠକରେ ସାମିଲ୍ ହୋଇଥିବା ବେଳେ ଏୟାର ଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । 






  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.