ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ମୋହନା, ୧୪।୫ :  ଅଜଣା ଗାଡି ଧକ୍କାରେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ l ମୃତକ ହେଲେ ମୋହନା ବ୍ଳକ ବାଘମାରି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏସୋ ମାଝୀ l ଚଳିତ ସାଧାରଣ ନିର୍ବାଚନ ରେ ପୋଲିଂ ଅଫିସର ଭାବେ ନିୟୋଜିତ ହୋଇ ନିଜର କାର୍ଯ୍ୟ ସାରି ଆଜି ଫେରିଲା ବେଳେ ଘଟିଛି ଏହି ଅଘଟଣ ।

ନିର୍ବାଚନ କାର୍ଯ୍ୟ ସାରି ଆଜି ନିଜ ବାଇକରେ ଗ୍ରାମକୁ ଏସୋ ଫେରୁଥିଲେ।  ଆର.ଉଦୟଗିରି ଥାନା ଛେଳିଗଡ ହାଟପଦା ଠାରେ କୌଣସି ଏକ ଅଜଣା ଗାଡ଼ି  ତାଙ୍କୁ ଧକ୍କା ଦେଇଥିଲା  । ଖବର ପାଇ ଘଟଣା ସ୍ଥଳରେ ଆର.ଉଦୟଗିରି ଥାନା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।  

ଆହୁରି ପଢନ୍ତୁ : ସ୍ତ୍ରୀକୁ ହତ୍ୟା ପରେ ମୃତଦେହକୁ ବସ୍ତା ଭିତରେ ସିଲେଇ କରି ରଖିଥିଲା ସ୍ବାମୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.