ପ୍ରମୁଖ ଖବର
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ରାଜ୍ୟରେ ତାତି ବିସ୍ଫୋରଣ, ୪୦ ଡିଗ୍ରୀ ଡେଇଁଲା ବାଲେଶ୍ୱର ତାପମାତ୍ରା

ଭୁବନେଶ୍ୱର ୦୨/୦୫: ରାଜ୍ୟରେ ତାତି ବିସ୍ଫୋରଣ। ସକାଳୁ ସକାଳୁ ତତଲା ହାୱା ମାଡ଼ । ଅସହ୍ୟ ଗରମ କଲାଣି କଲବଲ। ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଡେଇଁଲାଣି ବାଲେଶ୍ୱର ତାପମାତ୍ରା। ୩୯ ଡିଗ୍ରୀ ଉପରେ ଓଡ଼ିଶାର ପାଞ୍ଚ ସହର।

ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ମୁତାବିକ, ଦିନ ସାଢ଼େ ୧୧ଟା ବାଲେଶ୍ୱରରେ ୪୦.୬°,ଝାରସୁଗୁଡାରେ ୪୦°, କେନ୍ଦୁଝରରେ ୪୦°, ସମ୍ବଲପୁରରେ ୩୯.୭°, ହୀରାକୁଦରେ ୩୯°,ରାଉରକେଲାରେ ୩୮.୪°, ଭୁବନେଶ୍ୱରରେ ୩୮°,ପୁରୀରେ ୩୩.୬°,ପାରାଦୀପରେ ୩୨.୪°,ଗୋପାଳପୁରରେ ୩୨.୪ ° ତାପମାତ୍ରା ରେକର୍ଡ କରାଯାଇଛି।

ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ସେହିଭଳି ଭବାନୀପାଟଣା ୩୬.୨ଂ, ବଲାଙ୍ଗିର ୩୫.୪ଂ, ମାଲକାନଗିରି ୩୫ଂ,ଝାରସୁଗୁଡ଼ା ୩୪.୮ଂ, ବାଲେଶ୍ବର ୩୪.୬ଂ, ରାଉରକେଲା ୩୪.୪ଂ ତାପାମାତ୍ରା ରେକର୍ଡ ହୋଇଛି।

  • PrameyaOdia
  • prameya
  • Heat Wave
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.