ବଲାଙ୍ଗିର, ୧୦।୯: ଗତ କିଛିଦିନ ତଳେ ସଦର ବ୍ଲକ ଅନ୍ତର୍ଗତ ଖିଜେନପାଲି ରାସ୍ତାରୁ କେସେରକେଲା ଗ୍ରାମର ସିଦ୍ଧାନ୍ତ ବଗର୍ତ୍ତୀ ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ସିଦ୍ଧାର୍ଥକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଠେଙ୍ଗାରେ ସିଦ୍ଧାନ୍ତଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପୁଲିସ ସୂଚନା ପାଇଛି । ଏଥିସହ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଜି ଖୁଜେନପାଲିରେ ଅଭିଯୁକଙ୍କୁ ନେଇ ସିନ୍ ରିକ୍ରେଏସନ୍ କରାଯାଇଛି ।

ଆକ୍ରମଣ ମାମଲାର ୧୮ ବର୍ଷ ପରେ ଆସିଲା ରାୟ, ୬ ଜଣ ଅଭିଯ...