ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବଲାଙ୍ଗିରରେ ଗଣା ହେଲା ୩୦୫କୋଟି ଟଙ୍କା; ଗଣିବାକୁ ଲାଗିଗଲା ୫ଦିନ

ଭୁବନେଶ୍ବର,୧୦/୧୨ : ବଲାଙ୍ଗିର ଏସବିଆଇ ମୁଖ୍ୟ ଶାଖାରେ ଚାଲିଥିବା ମଦ ଟଙ୍କା ଗଣା ଶେଷ ହୋଇଛି । ୫ ଦିନ ପରେ ଆଜି ଏହି ଗଣତି ସରିଛି । ୧୭୬ବ୍ୟାଗରୁ ଗଣା ହେଲା ୩୦୫କୋଟି ଟଙ୍କା । ମେସିନ ଲଗାଇ ୫୦କର୍ମଚାରୀ ଏହି ଟଙ୍କା ଗଣତି କରୁଥିଲେ । 

ସୂଚନା ଅନୁସାରେ, ୫ ଦିନ ପରେ ଶେଷ ହୋଇଛି ଟଙ୍କା ଗଣତି । ଏହି କାର୍ଯ୍ୟରେ ୫୦ରୁ ୬୦ଷ୍ଟାଫ ଲାଗି ପଡ଼ିଥିଲେ। ଗଣି ଗଣି ବେଦମ ହୋଇ ଯାଇଥିଲେ ସବୁ ଷ୍ଟାଫ୍ । କେହି କେହି ବ୍ୟାଙ୍କ ଷ୍ଟାଫ ଏପରି ବି କହିଥିଲେ କି ପୂର୍ବରୁ ତ ଟଙ୍କା ଦେଖିଥିଲୁ ମାତ୍ର ଏତେ ଟଙ୍କା ଏକାଥରକେ ଦେଖି ନ ଥିଲୁ । ସେଥିରେ ପୁଣି ୧୦୦ଟଙ୍କିଆରୁ ଆରମ୍ଭ କରି ୫ଶହ ଟଙ୍କିଆ ସବୁ ଧରଣ ନୋଟ ରହିଛି । ଏହି ଟଙ୍କାକୁ ନେଇ ଦିଲ୍ଲୀ ରାଜନୀତି ବି ସରଗରମ ହୋଇପଡ଼ିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.