ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିକ୍ଅପ୍ ଭ୍ୟାନ ଓଲଟି ୫ ଶ୍ରମିକ ମୃତ, ୨୦ ଆହତ

ଧର୍ମଗଡ,୧୧।୨ : ଡକରୀପଡା ନିକଟରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ ଜଣ ଆହତ ହୋଇଛନ୍ତି। 

ଜୁନାଗଡ଼ ଥାନା ମିଚା ଗାଁ ଏବଂ ଆଟି ଗାଁ ର ଶ୍ରମିକ ମାନେ ଗୋଲାମୁଣ୍ଡା ବୋରଗୁଡା କୁ ଧାନ ରୋଇବା ପାଇଁ ଯାଇଥିଲେ କାମ ସାରି ସେଠୁ ଘରକୁ ଫେରିବା ବେଳେ ଡୋକରୀପଡା ନିକଟରେ ପିକଅପ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଶ୍ରମିକଙ୍କୁ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଥି ମଧ୍ୟରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁନାଗଡ଼ ହସ୍ପିଟାଲରେ ୧୬ ଜଣ ଗୁରୁତର ଶ୍ରମିକଙ୍କୁ ଭର୍ତ୍ତି କରା ଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି l ଆହୁରି ସମସ୍ତ ଗୁରୁତରଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l

ଆହୁରି ପଢନ୍ତୁ : କାରକୁ ଧକ୍କା ଦେଇ ଓଲଟିଲା ବସ , ୩୦ ଯାତ୍ରୀ ଆହତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.