ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଟଙ୍କା ଧାର ନ ଦେବାରୁ ଭାଇକୁ ହତ୍ୟା ଘଟଣା, ୫ ଗିରଫ

ଦିଗପହଣ୍ଡି, ୨୯।୬ : କେ.ନୂଆଁ ଗାଁ ଥାନା ଅନ୍ତର୍ଗତ କରବାଲୁଆ ଗାଁରେ ଟଙ୍କା ଧାର ନ ଦେବାରୁ ଭାଇକୁ ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ   କରି କୋର୍ଟ ଚାଲାଣ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ମାନେ ହେଲେ ଭଉଣୀ ସହ ଭଣଜା, ୨ ଭାଣିଜୀ ଓ ଭାଣିଜୀ ଜ୍ବାଇଁ ।

ଗତ ୨୫ ତାରିଖରେ କେ.ନୂଆଗାଁ ଥାନା ଅର୍ନ୍ତଗତ କରବାଲୁଆ ଗାଁରେ ଉତରାଶି ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟିଥିବା ଘଟଣାରେ ଗୁରୁତର ଉତରାଶିଙ୍କୁ ଏମ୍‌କେସିଜିରେ ଭର୍ତ୍ତି ହୋଇ ଚିକିତ୍ସା   ହେଉଥିଲେ।  କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ଟଙ୍କା ଧାର ଘଟଣାରେ ଉତରାଶିଙ୍କ ଭଉଣୀ,  ଭଣଜା, ୨ ଭାଣିଜୀ ଓ ଭାଣିଜୀ ଜ୍ବାଇଁ ଙ୍କୁ ଗିରିଫ କରିଥିବା କେ.ନୂଆଁ ଗାଁ ପୋଲିସ  ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ : ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ ଘଟଣା : ୪ ଗିରଫ,୨ବାଇକ ଜବତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.