ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବସକୁ ଧକ୍କା ଦେଲା ଆମ୍ବୁଲାନ୍ସ , ରୋଗୀ ସମେତ ୫ ଗୁରୁତର

ଖୋର୍ଦ୍ଧା, ୨୪।୪ :  ୧୬ନଂମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ପିଏନ୍ କଲେଜ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଘରୋଇ କଲେଜ ବସ  ପଛକୁ   ତାମିଲନାଡୁରୁ ଆସୁଥିବା ଆମ୍ବୁଲାନ୍ସ ଧକ୍କା ଦେଇଛି।   ଆମ୍ବୁଲାନ୍ସ ରେ ଥିବା  ରୋଗୀ ସମେତ ୪ଜଣ ଗୁରୁତର  ଆହତ ହୋଇଛନ୍ତି। ଆମ୍ବୁଲାନ୍ସ ଆଗରେ ବସିଥିବା ଜଣେ ଯାତ୍ରୀ ଚାପି ହୋଇ ଗାଡି ଭିତରେ ଚାପି ହୋଇ  ରହିଥିଲା। ପୋଲିସ୍ ଏବଂ  ଉଦ୍ଧାରକାରୀ ଟିମ୍  ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍ ପଠାଇଛନ୍ତି।

ଆହୁରି ପଢନ୍ତୁ : ଭୁବନେଶ୍ବର ଉତ୍ତପ୍ତ ସହର, ପାରଦ ଡେଇଁଲା ୪୩ ଡିଗ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.