ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ପିସିସି ଗଣମାଧ୍ୟମ ବିଭାଗର ରାଜ୍ୟ ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ, ସମ୍ପାଦକ ଏବଂ ସଂଯୋଜକଙ୍କ ନାମ ଘୋଷଣା

ଭୁବନେଶ୍ୱର, ୩୦/୧ : ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗକୁ ସୁଦୃଢ଼ ତଥା ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ପିସିସି ଗଣମାଧ୍ୟମ ବିଭାଗର ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ, ସମ୍ପାଦକ ଏବଂ ସଂଯୋଜକଙ୍କମାନଙ୍କର ତାଲିକାକୁ ଅନୁମୋଦନ କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । 

ବରିଷ୍ଠ ମୁଖପାତ୍ର ଭାବେ ପଂଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର । ମୁଖପାତ୍ର ଭାବେ ହମିଦ୍‌ ହୁସେନ୍‌, ମନୋରଞ୍ଜନ ଦାସ, ସୁଦର୍ଶନ ଦାସ, ଇଂ ସସ୍ମିତା ବେହେରା, ଅଧିରାଜ ପାଣିଗ୍ରାହି, ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅପର୍ଣ୍ଣା ଧିର ସିଂ, କୃଷ୍ଣଚନ୍ଦ୍ର ପତି, ଅଭିଶେକ ମହାନନ୍ଦ, ଡ. ସ୍ମୃତିରଞ୍ଜନ ଲେଙ୍କା, ଅମୀୟ ପାଣ୍ଡବ, ରାଜୀବ ପଟ୍ଟନାୟକ, ଦେବାଶିଷ ଭୁୟାଁ ଓ ରବିନ୍ଦ୍ର ଆଚାର୍ଯ୍ୟଙ୍କୁ ନିଯୁକ୍ତ କରାଯାଇଛି । 

ଗଣମାଧ୍ୟମ ସଂପାଦକ ଭାବେ ପ୍ରଶାନ୍ତ ଶତପଥିଙ୍କୁ ଦାୟିତ୍ବ ମିଳିଥିବାବେଳେ ପ୍ୟାନେଲିଷ୍ଟ ଭାବେ ପଂଚାନନ ଦାସ, ଜିନେଶ ଦାସ, ପିତବାସ ପଣ୍ଡା, ଅମିତ ମହାନ୍ତି, ଅଡ଼ଭୋକେଟ୍‌ ଆଲବର୍ଟ କିଣ୍ଡୋ, ନଳିନୀକାନ୍ତ ନାୟକ, ମନଶା ତ୍ରିପାଠୀ, ଜୟଶ୍ରୀ ପାତ୍ର, ଝୁନା ପଟ୍ଟନାୟକ, ଶୁଭେନ୍ଦୁ ଶେଖର ମଲ୍ଲିକ, ସଂଗ୍ରାମ କିଶୋର ମାଝି ଓ କୈଳାଶ ମୁଖିଙ୍କୁ ନିଯୁକ୍ତ କରାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.