ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ପୋଖରିରୁ ମିଳିଲା ୩ ଦିନ ହେବ ନିଖୋଜ ଥିବା ଯୁବକଙ୍କ ମୃତଦେହ

ନୂଆପଡ଼ା, ୦୧/୧୨: ନିଖୋଜର ୩ ଦିନ ପରେ ମିଳିଳା ଯୁବକଙ୍କ ମୃତଦେହ । ଲଖନା ଥାନା ଲଖନା ଗାଁର ପ୍ରକାଶ ତିବାରୀଙ୍କ ପୁଅ ପ୍ରୀତମ (୧୯) ୩ ଦିନ ତଳେ ନିଖୋଜ ହୋଇ ଯାଇଥିଲେ । ଆଜି ଗାଁ ପୋଖରିରୁ ପ୍ରୀତମଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ବାଘ ଆତଙ୍କ ! ଗୋଠରୁ ଛେଳି ଟାଣିନେଲା ବାଘ, କୁକୁର ପଲ ଯୋଗୁଁ ବର୍ତ୍ତିଲେ ଛେଳି ଚରାଳି

ସୂଚନା ଅନୁସାରେ ୩ ଦଳ ତଳେ ସନ୍ଧ୍ୟାରେ ଘରୁ ବାହାରି ଯାଇ ପ୍ରୀତମ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ବି ପ୍ରୀତମଙ୍କ କୌଣସି ସନ୍ଧାନ ପାଇ ନଥିଲେ । ଗୁରୁବାର ଲଖନା ଲକ୍ଷ୍ମୀସାଗର ପୋଖରି ହିଡରେ ପ୍ରୀତମଙ୍କ ବାଇକ, ପ୍ୟାଣ୍ଟସାର୍ଟ ଓ ଚପଲ ପଡ଼ିଥିବା ବେଳେ ପୋଖରିରେ ମୃତଦେହ ଭାସୁଥିବା ଦେଖିଥିଲେ ପରିବାର ଲୋକ ।
ପରିବାର ଲୋକଙ୍କ ଅଭିଯୋଗ କ୍ରମେ ନିଖୋଜ ମାମଲା ରୁଜୁ କରିଥିବା ପୋଲିସ ପ୍ରୀତମଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କେଉଁ ପରିସ୍ଥିତିରେ ଓ କିଭଳି ଏ ଘଟଣା ଘଟିଲା ତାର ତଦନ୍ତ କରୁଛି ପୋଲିସ । ମୃତଦେହ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।

୩ରୁ ବର୍ଷା... ୫ରୁ ଅଧିକ ବର୍ଷିବ, ଦକ୍ଷିଣ ଓ ଉପକୂଳରେ ବେଶି ବର୍ଷିପାରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.