ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

କାର୍‌ ଓ ବାଇକ୍‌ ମଧ୍ୟରେ ଧକ୍କା, ୨ ଯୁବକ ମୃତ

ସୋର, ୨୯।୦୧ : ବାଲେଶ୍ୱର ବାସୁଦେବପୁର ଜାନୁଝାଡି ରାସ୍ତା ବାଡୁଳି ଛକରେ କାର୍‌ ଓ ବାଇକ୍‌ ମଧ୍ୟରେ ଧକ୍କା। ଦୁଇ ଯୁବକ ମୃତ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିମୁଳିଆ ପୋଲିସ।

ସୂଚନା ଅନୁଯାୟୀ, ସୋର ବ୍ଲକ ବାଳଙ୍ଗ ଗାଁର ରଶ୍ମୀରଞ୍ଜନ ଧଳ ଏବଂ ଶିରାପୁର ଗାଁର ସତ୍ୟଜିତ ନାୟକ ଘରକୁ ଫେରିବା ବେଳେ ବାସୁଦେବପୁର ଜାମୁଝାଡି ରାସ୍ତା ବାଡୁଳି ଛକରେ ଏକ କାର୍‌ ସହ ଧକ୍କା ହୋଇଥିଲେ। ଯାହାଫଳରେ ବାଇକ୍‌ରେ ଥିବା ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଦୁଇ ଜଣଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.