ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏହି କାରଣରୁ ସସପେଣ୍ଡ୍‌ ହୋଇଥିଲା ଉର୍ଫିଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ, ପୋଷ୍ଟ ସେୟାର କରି ଲେଖଲେ ଏମିତି କିଛି

ମୁମ୍ବାଇ ୦୪/୧୨: ଉର୍ଫି ଜାଭେଦ କେବେ ତାଙ୍କ ଅଜବ ଫ୍ୟାସନ୍‌ ହେତୁ ଆଉ କେବେ ତାଙ୍କ ବୟାନକୁ ନେଇ  ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ଉର୍ଫି ତାଙ୍କର ଗୋଟିଏ ପୋଷ୍ଟକୁ ନେଇ ଆଲୋଚନାରେ ଅଛନ୍ତି। କିଛି ସମୟ ପୂର୍ବରୁ ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସସପେଣ୍ଡ୍‌ କରାଯାଇଥିଲା। ଯାହାକୁ ନେଇ ଉର୍ଫି ବହୁତ ରାଗିଥିଲେ। ଏହାର ସ୍କ୍ରିନ୍ ସର୍ଟ ମଧ୍ୟ ସେ ସେୟାର କରିଥିଲା । 

ବର୍ତ୍ତମାନ, ଇନଷ୍ଟାଗ୍ରାମ ଆକାଉଣ୍ଟ ରିଆକ୍ଟିଭ୍‌ ହେବାରୁ, ଉର୍ଫି ଅନ୍ୟ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖାଯାଇଛି - 'ଲାଗୁଛି ଭୁଲ୍ ରେ ଆପଣଙ୍କ ଆକାଉଣ୍ଟକୁ ସସପେଣ୍ଡ୍‌ କରାଯାଇଥିଲା, ବର୍ତ୍ତମାନ ଆପଣଙ୍କର ଆକାଉଣ୍ଟ ରିଆକ୍ଟିଭ୍‌ ହୋଇଛି ଏବଂ ଆପଣ ଲଗ୍ ଇନ୍ କରିପାରିବେ। କୌଣସି ସମସ୍ୟା ପାଇଁ ଆମେ ଦୁଃଖିତ।' ସ୍କ୍ରିନସଟ୍ ସେୟାର କରି ଉର୍ଫି ଲେଖିଛନ୍ତି, 'ମୋର ଅର୍ଥ ବନ୍ଧୁମାନେ ଦୟାକରି ନିଷ୍ପତ୍ତି ନିଅନ୍ତୁ।'

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.