କଣ୍ଟାବାଞ୍ଜି, ୨୧/୧୧ : କୋଇଲା ବୋଝେଇ ଟ୍ରେନ୍ରେ ଅଗ୍ନିକାଣ୍ଡ। ତୁରେଇକେଲା ନିକଟରେ ଟ୍ରେନରେ ଲାଗିଲା ନିଆଁ। ରାୟପୁରରୁ ବିଶାଖାପାଟଣା ଯିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁଲିଭା କାର୍ଯ୍ୟ ଜାରି ରହିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଏଡ଼େଇ ହୋଇଯାଇଛି।
ଏହି ଖବରଟିକୁ ପଢନ୍ତୁ-