ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗୁଜୁରାଟ ବିଧାନସଭାରେ ପାରିତ ହେଲା ବିଲ୍ ; ସ୍କୁଲରେ ପଢା ହେବ ‘ଭାଗବତ ଗୀତା’

ଗାନ୍ଧୀନଗର,୮/୨ :  ସ୍କୁଲରେ ‘ଭାଗବତ ଗୀତା’ ପଢା ହେବା ନେଇ ଗୁଜୁରାଟ ବିଧାନସଭାରେ ବୁଧବାର ପାରିତ ହୋଇଛି ବିଲ୍ । ଏଥର ସ୍କୁଲରେ ପଢା ହେବ ‘ଭାଗବତ ଗୀତା’ । ରାଜ୍ୟ ବିଜେପି ସରକାର ଅନୁରୋଧ କରିଛି କି ବାଧ୍ୟତାମୂଳକ ଭାବେ ଏହା ଉପରେ ପଦକ୍ଷେପ ନିଆଯିବା ଆବଶ୍ୟକ । ଛାତ୍ରଛାତ୍ରୀମାନଙ୍କ ଉପରେ ଏହାର ବେଶ୍ ପ୍ରଭାବ ପଡ଼ିବ । ଏଣୁ ଗଣଶିକ୍ଷା ବିଭାଗ ବର୍ତ୍ତମାନ ସ୍କୁଲରେ ‘ଭାଗବତ ଗୀତା’ ପଢାଇବାକୁ ନିଷ୍ପତ୍ତି ନେଇଛି । 

ଏହାକୁ ଆମ ଆଦମୀ ପାର୍ଟି ପକ୍ଷରୁ ସ୍ବାଗତ କରାଯାଇଛି ଏବଂ ଆଗକୁ ନେବା ଉପରେ ସାହାଯ୍ୟ କରିବ ବୋଲି କହିଛି । କଂଗ୍ରେସ ସଦସ୍ୟ ଏହାକୁ ପ୍ରଥମରୁ ବିରୋଧ କରୁଥିବାବେଳେ ପରେ କିନ୍ତୁ ଏହା ସପକ୍ଷରେ ଭୋଟ ଦେଇଥିଲେ । ଏଥିସହ ସରକାରଙ୍କ ପକ୍ଷରୁ ଗୃହରେ ଏହି ବିଲ୍ ପାରିତ ହୋଇଛି । ଗତ ଡିସେମ୍ବର ମାସରେ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା କି ‘ଶ୍ରୀମଦ ଭାଗବତ ଗୀତା’ ୬ଷଷ୍ଠରୁ ୧୨ପର୍ଯ୍ୟନ୍ତ ଆସନ୍ତା ଶିକ୍ଷା ବର୍ଷରୁ ଚାଲୁ ହେବ । ଗୃହରେ ଏହି ବିଲ୍ ସମ୍ପର୍କିତ ଶିକ୍ଷାମନ୍ତ୍ରୀ ପ୍ରଫୁଲ ପନସେରିୟା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.