ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ପାକିସ୍ତାନର ନିର୍ବାଚନରେ ପ୍ରାର୍ଥୀଙ୍କ ନିଆରା ଚିହ୍ନ : ବାଇଗଣ , ସିଂହ ଓ ହୁକା ପାଲଟିଛି ହାସ୍ୟାତ୍ମକ ନିର୍ବାଚନୀ ପ୍ରତୀକର ମଞ୍ଚ

ଇସଲାମାବାଦ : ପାକିସ୍ତାନରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। କିନ୍ତୁ ଏହା ପୂର୍ବରୁ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଥିଲା। କାରଣ ଏଠାରେ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ଥିଲା କିଛି ଅଲଗା ଧରଣର ।  ଆମିର୍‌ ମୁଗଲଙ୍କ ଭଳି ଜଣେ ପ୍ରାର୍ଥୀ ଯିଏକି ବାଇଗଣ (ଏଗପ୍ଲାଣ୍ଟ) ଭଳି ଏକ ସାଧାରଣ ଚିହ୍ନକୁ ବ୍ୟବହାର କରିଛନ୍ତି , ତାଙ୍କୁ ନିର୍ବାଚନ ଆୟୋଗ ଏହି ଚିହ୍ନ ପ୍ରଦାନ କରିଛନ୍ତି। ପାକିସ୍ତାନ ରାଜଧାନୀ ଇସଲାମାବାଦରେ ପ୍ରାର୍ଥୀ ଥିବା ମୁଗଲ, ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସହ ଅଛନ୍ତି। ଖାନଙ୍କ ସମର୍ଥକମାନେ , ଯେଉଁମାନେ ଏବେ ଫେବ୍ରୁଆରୀ ନିର୍ବାଚନରେ ଦେଶର ସ୍ୱାଧିନ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି। ମୁଗଲଙ୍କୁ ଏହି କ୍ରମରେ ମିଳିଛି ବାଇଗଣ ଚିହ୍ନ। ଏହା ପ୍ରାର୍ଥୀଙ୍କୁ ଚିହ୍ନଟ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ପାଲଟିଛି , ବିଶେଷକରି ସ୍ୱାକ୍ଷରତା ହାର କମ୍‌ ଥିବା କ୍ଷେତ୍ରରେ ଏହା ଲୋକପ୍ରିୟକା ହାତେଇଛି।  

ଏହା ବିରୋଧି ଦଳଙ୍କ ଉପରେ ସେନା ସମର୍ଥିତ ପ୍ରାର୍ଥୀଙ୍କ ସାମନାରେ ଚ୍ୟାଲେଞ୍ଜକୁ ବଢାଇ ଦେଇଛି। ଇମ୍ରାନ ଖାନଙ୍କ ପାର୍ଟି ନିଜର କ୍ରିକେଟ୍‌ ବ୍ୟାଟ୍‌ ଚିହ୍ନକୁ ହରାଇ ସହ, ତାଙ୍କର ଫଲୋୟର୍ସ, (ଯେଉଁମାନେ ଏବେ ସ୍ୱାଧିନ ଭାବେ ନିର୍ବାଚନ ଲଢୁଛନ୍ତି ) ନାନା ଉତ୍ପୀଡ଼ନ ଓ ନିର୍ବାଚନୀ ଚିହ୍ନ ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି , ଯାହାକି ସେମାନଙ୍କର ନିର୍ବାଚନୀ ସଂଘର୍ଷକୁ ଜଟିଳ କରି ଦେଇଛି। 

ଏକ ହାସ୍ୟପୂର୍ଣ୍ଣ କଥା ସତ୍ତ୍ୱେ ମୁଗଲଙ୍କ ଭଳି ପ୍ରାର୍ଥୀ ବାଇଗଣକୁ ସୃଜନାତ୍ମକ ଭାବେ ନିଜର ନିର୍ବାଚନୀ ଚିହ୍ନ ଭାବେ ଆପଣାଇଛନ୍ତି। ମୁଗଲଙ୍କ ବାଇଗଣ ଥିମ୍‌ର ଅଭିଯାନ ଏବେ ଚର୍ଚ୍ଚା ପାଲଟିଛି। ଏହି ପରିବାକୁ ନେଇ ଲୋକପ୍ରିୟତା ବଢିଛି।

ସେହିପରି ପଞ୍ଜାବରେ ଏଜାଜ ଗଦ୍ଦନ (ବହାୱଲପୁରରୁ ୫୦ ବର୍ଷିୟ ପ୍ରାର୍ଥୀ)ଙ୍କ ବେଡ୍‌ ଚିହ୍ନରେ ମିଶ୍ରିତ ପ୍ରତିକ୍ରିୟା ଆସିଛି। କିଛି ଲୋକେ ଏହାକୁ ଅପମାନଜନକ ଭାବେ କହୁଥିବା ବେଳେ , ଗଦ୍ଦାନ ଏହାର ମହତ୍ତ୍ୱକୁ ପୁଣି ଥରେ ପ୍ରକାଶ କରିଛନ୍ତି , ଏହାର ବ୍ୟାବହାରିକ ଉପଯୋଗୀତା ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଧ୍ୟାନ ଦେଇଛନ୍ତି , ଯାହାକି ପାକିସ୍ତାନର ପ୍ରତି ଘରେ ଜୀବନ ଓ ମୃତ୍ୟୁ ସହ ସମ୍ୱନ୍ଧକୁ ଦର୍ଶାଉଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.