ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଚକ୍ ଓ କାଠରେ ସୂକ୍ଷ୍ମ ଅଷ୍ଟ କାଳୀ ତିଆରି କରିଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା

ବ୍ରହ୍ମପୁର, ୧୧।୧୧ ଚକ୍ ଓ କାଠରେ  ସୂକ୍ଷ୍ମ ଅଷ୍ଟ କାଳୀ ତିଆରି କରିଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ଚକ୍ ରେ ୬ଟି, କାଠ ରେ ୨ଟି ତିଆରି କରିଛନ୍ତି। ଚକ୍ ରେ ନିର୍ମିତ ବଷ୍ଣବ କାଳୀ ମା‘ ଙ୍କ ଉଚ୍ଚତା  ୧.୬ ସେମି, ୧.୮ ସେମି, ୨ ସେମି, ୧.୯ସେମି, ୨ସେମି, ୨.୪ ସେମି    ରହିଛି। କାଠ ରେ  ମା’ ତାରଙ୍କ ଉଚ୍ଚତା ୩ ସେମି, ଏବଂ ଶିବାରୁଢା କାଳୀ ଙ୍କ ଉଚ୍ଚତା ୩.୨ସେମି ରହିଛି। ଏହା ସହ ୮ଟି ଦୀପ ଚକ୍ ରେ ନିର୍ମିତ କରିଛନ୍ତି ଯାହାର ଉଚ୍ଚତା ୨ଏମଏମ ରେ ୩ଟି, ୪mm ରେ ୩ଟି ଓ ୬mm ରେ ୨ଟି।ଏହା କରିବା କୁ ସତ୍ୟ ଙ୍କୁ ଗୋଟିଏ ଦିନ ଲାଗିଥିଲା

ଏଥିସହ ସେ ସମସ୍ତ ଙ୍କୁ ସବୁଜ ଦୀପାବଳୀ ପାଳନ କରିବାକୁ କହିଛନ୍ତି। ବିନା ବାଣରେ ଦୀପାବଳୀ ପାଳନ କରିବାକୁ କହିଛନ୍ତି। ବାଣ ରେ ଅଯଥା ପଇସା ଖର୍ଚ୍ଚ ନ କରି ସେ ପଇସା କୁ ଗରିବ ପରିବାର ଓ ପିଲାଙ୍କୁ କିଛି କିଣି ଦେଇ ତାଙ୍କ ମୁହଁରେ ହସ ଫୁଟେଇବାକୁ କହିଛନ୍ତି। ଆସନ୍ତୁ ସମସ୍ତେ ମିଳିମିଶି ମାଟି ଦୀପ ଜଳେଇବା କୁମ୍ଭାର କାରିଗର ମାନଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି।

Copyright © 2022 - Summa Real Media Private Limited. All Rights Reserved.