ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୌତୁକ ଦେଇ ନପାରିବାରୁ ବୋହୂକୁ ମାରିଦେଲେ, ଅଭିଯୋଗ ଆଣିଲେ ବାପା

ସୋର, ୨୫।୨: ଯୌତୁକ ଦେଇ ନପାରିବାରୁ ବୋହୂକୁ ମାରିଦେଲେ ଶାଶୁଘର ଲୋକ । ସନ୍ତାନ ସନ୍ତତି ନହେବା, ଅଧିକ ଯୌତୁକ ଦେଇ ନପାରିବାରୁ ଝିଅ ଝରଣାକୁ ତା’ ସ୍ୱାମୀ ଓ ଶାଶୁଘର ପରିବାର ମିଶି ମାରିଦେଇଥିବା ଝରଣାଙ୍କ ବାପା ମଦନ ମୋହନ ଦାସ ଥାନାରେ ଅଭିଯୋଗ କରିଛନ୍ତି l  କୋଚିଆକୋଇଲି ପଞ୍ଚାୟତ ଆରଡ଼ା ଗ୍ରାମର ମଦନ ମୋହନ ଦାସଙ୍କ ଝିଅ ଖଇରା ଥାନା ତୁଡିଗାଡ଼ିଆ ମଲିକlପୁର ଗ୍ରାମର ରମେଶ ପରିଡ଼ାଙ୍କ ସହ ୨୦୧୭ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ l 

ଝରଣାର ସନ୍ତାନ ସନ୍ତତି ହେଉନଥିବାରୁ ବିବାହ ପରଠାରୁ ରମେଶ ଓ ପରିବାର ଲୋକ ତାଙ୍କୁ ନିର୍ଯାତନା ଦେଉଥିଲେ l ରମେଶ ଯୌତୁକ ବାବଦରେ ୧ ଲକ୍ଷ ଟଙ୍କା ବାପ ଘରୁ ଆଣିବାକୁ କହି ଝରଣାଙ୍କୁ ନିର୍ଯାତନା ଦେଉଥିଲେ l ଝିଅକୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଝରଣାଙ୍କ ବାପା ମଦନ ଅଭିଯୋଗ କରିଛନ୍ତି l ପୋଲିସ ସାଇଣ୍ଟିଫିକ୍ ସହାୟତାରେ ରମେଶକୁ ଅଟକ ରଖି ଘଟଣାର ତଦନ୍ତ କରୁଛି l 

 

 

 

 

 

  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.