ପଟ୍ଟାମୁଣ୍ଡାଇ, ୭।୨ : ବ୍ରାହ୍ମଣୀ ନଦୀ ପତ୍ରପୁର ପୋଲ ଉପରୁ ଜଣେ ଯୁବକ ବୁଧବାର ମଧ୍ୟାହ୍ନରେ ନଦୀଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳି ପାରିନାହିଁ।ପତ୍ରପୁର ପୋଲ ଉପରେ ବାରିକେଡ଼ ର ବ୍ୟବସ୍ଥା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
![Arvind Kejriwal](https://odia.prameya.com/prameya/document/compress/2/comp_2_153_1721980126281.webp)
ଜେଲ୍ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ...