ପ୍ରମୂଖ ଖବର
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

AIIMS ହସ୍ପିଟାଲ ନିକଟରେ ବୁଲେଟ୍‌କୁ ଧକ୍କା ଦେଲେ କଂକ୍ରିଟ୍ ବୋଝେଇ ଟ୍ରକ୍, ବୁଲେଟ୍‌ ଆରୋହି ମୃତ

ଭୁବନେଶ୍ୱର ୦୬/୦୬: ଭୁବନେଶ୍ୱର ଏମ୍‌ସ୍ ହସ୍ପିଟାଲ ନିକଟରେ ବୁଲେଟ୍‌କୁ ଧକ୍କା ଦେଲେ କଂକ୍ରିଟ୍ ବୋଝେଇ ଟ୍ରକ୍। ଦୁର୍ଘଟଣାରେ‌ ବୁଲେଟ ଆରୋହୀଙ୍କୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ମୃତଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏ ସମ୍ପର୍କରେ ସୂଚନା ମିଳିବାପରେ ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ଜଣାପଡିଛି।

  • PrameyaOdia
  • prameya
  • accident
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.