ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଜୁଲାଇ ପହିଲାରୁ ଠପ୍‌ ହେବ ଆପ୍‌ ଭିତ୍ତିକ କ୍ରେଡିଟ କାର୍ଡ ପେମେଣ୍ଟ, ବିବିପିଏସ୍‌ ମାଧ୍ୟମରେ ହେବ ପ୍ରାସେସ୍‌

ନୂଆଦିଲ୍ଲୀ,୨୪/୦୬: ଜୁଲାଇ ପହିଲାରୁ ଫାନ୍‌ ପେ, କ୍ରିଡ୍‌ ଏବଂ ବିଲ୍‌ ଡେକ୍ସ ଭଳି ଫିନ୍‌ଟେକ କମ୍ପାନିଗୁଡିକ ଜରିଆରେ ୨୬  ବ୍ୟାଙ୍କର କ୍ରେଡିଟ କାର୍ଡ ପେମେଣ୍ଟ ଠପ୍‌ ହୋଇଯିବ । ଏହାର ମୁଖ୍ୟ  କାରଣ ହେଉଛି ୩୦ ଜୁନ ସୁଦ୍ଧା ସବୁ କ୍ରେଡିଟ କାର୍ଡ ପେମେଣ୍ଟ  ଏକ କେନ୍ଦ୍ରୀଭୂତ ବିଲିଂ ନେଟୱର୍କ ଭାରତ ବିଲ୍‌ ପେମେଣ୍ଟ ସିଷ୍ଟମ  (ବିବିପିଏସ୍‌) ମାଧ୍ୟମରେ ପ୍ରାସେସ୍‌ ହେବ ଏଥିପାଇଁ ବ୍ୟାଙ୍କଗୁଡିକୁ  ବିବିପିଏସ୍‌ ଅନୁପାଳନ କରିବାକୁ ହେବ । ମୋଟ ୩୪ ବ୍ୟାଙ୍କ ମଧ୍ୟରୁ  ମାତ୍ର ୮ ବ୍ୟାଙ୍କ ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଫଳରେ ବ୍ୟବସ୍ଥା ଗ୍ରହଣ ନ କଲେ ପେମେଣ୍ଟ ଠପ୍‌ ହୋଇଯିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.