ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ବରଗଡ଼ ପୋଲିସ ଦ୍ୱାରା ବିପୁଳ ପରିମାଣର କଫ୍ ସିରଫ ଓ ନିଶା ଦ୍ରବ୍ୟ ଜବତ, ଅଭିଯୁକ୍ତ ଗିରଫ

ବରଗଡ,୬/୭: ପଥଭ୍ରଷ୍ଠ ହେଉଛନ୍ତି ଯୁବଗୋଷ୍ଠୀ। ନିଶା ଟିକକ ପାଇଁ ସହରରେ ବଢିବାରେ ଲାଗିଛି ଅପରାଧ।  ଶନିବାର ବରଗଡ ଟାଉନ ଥାନା ପୋଲିସ ସହରର ୱାର୍ଡ ନମ୍ବର ୧ ମାଲପଡ଼ାର ଏକ ଘରେ ଚଢ଼ାଉ କରିଛି। ସେଠାରୁ ଵିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ୍ କରାଯାଇଛି । ୫୦୦ କଫ୍‌ସିରଫ,  ୧୨୦୦ ନିଶା ଇଞ୍ଜେକ୍ସନ, ୨୦୦ ଷ୍ଟିପ ନିଶା ବଟିକା ସହ କିଛି ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ। ସମ୍ପୃକ୍ତ ବ୍ୟକ୍ତି ବୁଲୁ ସାହୁକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ।

ନିଶାର ଆଢୁଆଳରେ ବରଗଡ ସହର । ଏପରି ସ୍ଥିତିରେ ବରଗଡ଼ ପୁଲିସ ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବା ସହ ଚଢ଼ାଉ ଜାରି ରଖିଛନ୍ତି । ଶନିବାର ଟାଉନ ଥାନା ପୋଲିସ ସହରର ୱାର୍ଡ ନମ୍ବର ୧ ମାଲପଡ଼ାର ଏକ ଘରେ ଚଢ଼ାଉ କରି ଵିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିଛି । ଏହି ଘରୁ ମାଜିଷ୍ଟେଟଙ୍କ ଉପସ୍ଥିତିରେ ୫୦୦ କଫସିରଫ, ୧୨୦୦ ନିଶା ଇଞ୍ଜେକ୍ସନ , ୨୦୦ ଷ୍ଟିପ ନିଶା ବଟିକା ସହ କିଛି ନଗଦ ଟଙ୍କା ଜବତ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବୁଲୁ ସାହୁକୁ ଗିରଫ କରି ବରଗଡ଼ ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.