ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ବାଙ୍କୀରେ ପୁଣି ବିଜେଡିର ବାଜିମାତ୍, ଦ୍ଵିତୀୟ ଥର ପାଇଁ ଗଡ଼ ଅକ୍ତିଆର କଲେ ଦେବୀ ରଞ୍ଜନ ତ୍ରିପାଠୀ

ଭୁବନେଶ୍ଵର, ୦୪/୦୬ : ବାଙ୍କୀରେ ପୁଣି ବିଜେଡିର ବାଜିମାତ୍। ୧୬ ହଜାର ୮୬୪ ଭୋଟ୍‌ରେ ଜିତିଲେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ। ସେ ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ପରାସ୍ତ କରିଛନ୍ତି।

ସୂଚନାନୁଯାୟୀ, ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ୬୮ ହଜାର ୭୫୨ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ୫୧ ହଜାର ୮୮୮ ଭୋଟ୍ ମିଳିଥିଲା। ତାଙ୍କ ପଛକୁ କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକଙ୍କୁ ୪୨ ହଜାର ୫୫୪ ଖଣ୍ଡ ଭୋଟ୍ ମିଳିଛି। ୨୦୧୯ ନିର୍ବାଚନରେ ଦେବୀ ରଞ୍ଜନ ତ୍ରିପାଠୀ ୨୪ ହଜାର ୧୧୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକଙ୍କୁ ପରାସ୍ତ କରି ବାପାଙ୍କ ଗଡ଼ ଅକ୍ତିଆର କରିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.