ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ନାଇଟ୍ ସିପ୍ଟ କରୁଛନ୍ତି କି ? ନିଦରେ ଅବହେଳା ହେଉଥିଲେ ଏମିତି କରନ୍ତୁ...

ନୂଆଦିଲ୍ଲୀ, ୩୦।୧୧: ଆପଣ ନାଇଟ୍ ସିପ୍ଟ କରୁଛନ୍ତି କି ? ଏଥିପାଇଁ ଆପଣଙ୍କ ନିଦରେ ଅବହେଳା ଦେଖାଯାଉଛି କି ? ନାଇଟ୍ ସିପ୍ଟ କରୁଥିଲେ ଭଲ ନିଦ ହେବା ପାଇଁ କ’ଣ କରିବେ ଆସନ୍ତୁ ଜାଣିବା । ପ୍ରଥମେ ଆପଣଙ୍କ ଅଫିସ୍ ଡ୍ୟୁଟି ସମୟର ଏକ ସୂଚୀ ପ୍ରସ୍ତୁତ କରନ୍ତୁ । ଦିନରେ ସର୍ବନିମ୍ନ ୭-୯ ଘଣ୍ଟାର ଶୋଇବା ସମୟ ଧାର୍ଯ୍ୟ କରନ୍ତୁ । ଫଳରେ ଆପଣଙ୍କୁ ନାଇଟ୍ ସିପ୍ଟରେ ଥକ୍କା ଅନୁଭବ ହେବ ନାହିଁ । ବେଡରୁମ୍‌ରେ ଗାଢ଼ ରଙ୍ଗର ପରଦା ଲଗାନ୍ତୁ । ଫଳରେ ଦିନରେ ସୂର୍ଯ୍ୟକିରଣ ରୁମ୍ ଭିତରକୁ ପଡ଼ିବନି । 

ରାତି ଅପେକ୍ଷା ଦିନରେ କୋଳାହଳ ଅଧିକ ଥାଏ । ଏଥିପାଇଁ ଶୋଇବାର କିଛି ସମୟ ପୂର୍ବରୁ କାନରେ ଇୟରପ୍ଲଗ୍ ବ୍ୟବହାର କରି ଗୀତ ଶୁଣନ୍ତୁ । ଖାଇବା ଲାଗି ସଠିକ୍ ସମୟ ଧାର୍ଯ୍ୟ କରନ୍ତୁ । ଖାଇବାରେ ପ୍ରୋଟିନ୍, କମ୍ପ୍ଲେକ୍ସ କାର୍ବୋହାଇଡ୍ରେଡ୍ ଏବଂ ହେଲଦି ଫ୍ୟାଟ୍ସ  ସାମିଲ କରନ୍ତୁ । ଦିନରେ ଶୋଇବା ପୂର୍ବରୁ ଗରିଷ୍ଠ ଖାଦ୍ୟ ବଦଳରେ ହାଲୁକା ଖାଦ୍ୟ ଖାଆନ୍ତୁ । ନାଇଟ୍ ସିପ୍ଟରେ ଯଥେଷ୍ଟ ପରିମାଣର ପାଣି ପିଅନ୍ତୁ । ସିପ୍ଟରେ ଅଧିକ କଫି କିମ୍ୱା କଫିନ୍ ପିଅନ୍ତୁ ନାହିଁ । ନାଇଟ୍ ସିପ୍ଟ ଆରମ୍ଭ ହେବା ପୂର୍ବରୁ ୨୦-୩୦ ମିନିଟ୍ ଶୋଇବା ଭଲ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.