ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପାହାଳରେ ଫ୍ରିଜ ଗୋଦାମରେ ଅଗ୍ନିକାଣ୍ଡ , ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ

ଭୁବନେଶ୍ବର,୬।୭ : ପାହାଳ ଥାନା ଅଧୀନରେ ଏକ ଫ୍ରିଜ ଗୋଦାମ ରେ ଅଗ୍ନିକାଣ୍ଡ । ଗୋଦାମରେ ଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡି ପାଉଁଶ । ମୂଲ୍ୟବାନ ଜିନିଷପତ୍ର ନିଆଁରେ ଜଳିଯାଇଛି। ନିଆଁକୁ ଆୟତ୍ତ କରିବାକୁ ୩ ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି।

ପାହାଳ ନିକଟରେ ଥିବା  ଏସି, ଫ୍ରିଜ ପାର୍ଟସ ଗୋଦାମରେ ନିଆଁ ଲାଗିଛି। ଖବର ପାଇ ନିଆଁ ଲିଭାଇବାକୁ ଦମକଳ ବାହିନୀ ପହଞ୍ଚିଥିଲା। ତେବେ ନିଆଁର ପ୍ରଖର ଜୋରରେ ଥିବାରୁ  ଆୟତ୍ତ କରିବାକୁ ୩ ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଅନ୍ଧାର ଭିତରେ ନିଆଁକୁ ଆୟତ୍ତ କରିବାରେ ବାଧା ସୃଷ୍ଟି ହୋଇଛି।  ଅନ୍ୟପକ୍ଷରେ ଗୋଦାମରୁ ପ୍ରବଳ ଧୁଆଁ ବାହାରୁଥିବା ରୁ ନିଆଁ ଲିଭା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। କିଭଳି ଗୋଦାମରେ ନିଆଁ ଲାଗିଲା  କାରଣ  ଜଣାପଡି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.