ସୁନ୍ଦରଗଡ଼,୨୮/୬ : ପ୍ରେମିକା ଓ ପ୍ରମିକଙ୍କୁ ଆଜୀବନ ଜେଲ । ସ୍ବାମୀଙ୍କୁ ହତ୍ୟା ମାମଲାରେ ସ୍ତ୍ରୀ ସିତୁ ପଣ୍ଡା ଓ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ୍ । ଘଟଣା ଅନୁଯାୟୀ, ୨୦୧୩ମସିହାରେ ସୁନ୍ଦରଗଡ଼ ଟାଉନ ଥାନା ବ୍ରାହ୍ମଣପଡ଼ା ଅଞ୍ଚଳର ଯୁବକକୁ ହୋଇଥିଲା ହତ୍ୟା । ହତ୍ୟା ପରେ ମରଶରୀର ହେମଗିରି ଜଙ୍ଗଲରେ ଫିଙ୍ଗିଥିଲା ପ୍ରେମିକ । ପୋଲିସକୁ ଚାକମା ଦେଖାଇ ହୋଇଥିଲା ହତ୍ୟା ।
ସୁପ୍ରିମକୋର୍ଟରେ ଶରଦଙ୍କ ଆବେଦନ ଖାରଜ, ଅଜିତ ପାଓ୍ବାର...