ଭୁବନେଶ୍ବର,୧୯।୧୧ ପାହାଳ ନିକଟରେ ଜଣେ ବ୍ୟକ୍ତି ଚାଲିଚାଲି ଯାଉଥିବା ବେଳେ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନହରକଣ୍ଟା ଅଞ୍ଚଳର ବଦ୍ରୀନାଥ ପାତ୍ର (୩୫) । ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ରାସ୍ତାରେ ଜାମ ହୋଇ ରହିଥିଲା। ଏପରିକି ଜରୁରୀ କାଳୀନ ଗାଡି ଅଟକି ରହିଥିଲା । ଘଟଣା ସ୍ଥଳରେ ପାହାଳ ପୁଲିସ ପହଂଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୁ ଜାମ ହଟିଥିଲା।

ପୁଣି ସରଗରମ ମହାରାଷ୍ଟ୍ର ରାଜନୀତି ! ନଓ୍ବାବ ମଲିକଙ୍କ...