ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

‘ଯୱାନ’ପରେ ଏବେ ଏହି ଫିଲ୍ମରେ ନଜର ଆସିବେ ନୟନତାରା, ରିଲିଜ୍ ହେଲା ମୋସନ୍‌ ପୋଷ୍ଟର୍‌

ନୂଆଦିଲ୍ଲୀ ୧୯/୦୯: ନୟନତାରାଙ୍କ ନୂଆ ଫିଲ୍ମ ନିକଟରେ ମୁକ୍ତିପ୍ରାପ୍ତ । ଶାହରୁଖ ଖାନ୍‌ ଷ୍ଟାରର୍‌ ‘ଯୱାନ’ର ସଫଳତାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସାଉଥ୍‌ର ଲେଡି ସୁପରଷ୍ଟାର୍‌ ‘ନୟନତାରା’ । ଗତ ସୋମବାର ତାଙ୍କ ଆଗାମି ଫିଲ୍ମର ଟାଇଟଲ୍‌ ଓ ପ୍ରଥମ ପୋଷ୍ଟର୍‌ ଜାରି କରିଛନ୍ତି ଫିଲ୍ମର ନିର୍ମାତା । ଫିଲ୍ମର ଟାଇଟଲ୍‌ ‘ମନ୍ନାନଗଟ୍ଟି: ସିନ୍ସ ୧୯୬୦’ । ଏହାର କାହାଣୀକାର ଓ ନିର୍ଦ୍ଦେଶକ ହେଉଛନ୍ତି ଡୁଡ୍‌ ଭିକି ।




ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଫିଲ୍ମର ପୋଷ୍ଟର ଶେୟାର କରି କ୍ୟାପ୍‌ସନ ଲେଖିଛନ୍ତି ‘ନୂଆ ଫିଲ୍ମ ମନ୍ନାନଗଟ୍ଟି: ସିନ୍ସ ୧୯୬୦’ରେ ନୟନତାରା ।’ ଖୁବ୍‌ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ଫିଲ୍ମ ନିର୍ମାତା ଏସ୍‌ ଲକ୍ଷ୍ମଣ କୁମାର ପ୍ରଥମ ପୋଷ୍ଟର୍‌ ସହିତ ଫ୍ୟାନ୍‌ଙ୍କୁ ସୂଚନା ଦେଇଛନ୍ତି । ତେବେ ରିଲିଜ୍‌ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । 




ନିକଟରେ ‘ଯୱାନ’ର ସଫଳତାକୁ ନେଇ ଏକ ପ୍ରେସ୍‌ ସମ୍ମିଳନୀ ରଖାଯାଇଥିଲା । ସେଥିରେ ନୟନତାରାଙ୍କୁ ବାଦ୍‌ଦେଲେ ଫିଲ୍ମର ସମସ୍ତ ଷ୍ଟାର୍‌କାଷ୍ଟ୍‌ ଉପସ୍ଥିତ ଥିଲେ । ତେବେ ନୟନତାରା ଏକ ସ୍ୱତନ୍ତ୍ର ଭିଡିଓ ବାର୍ତ୍ତା ଜରିଆରେ ଫ୍ୟାନ୍‌ଙ୍କୁ ଭଲପାଇବା ଦେଇଥିଲେ । ‘ଯୱାନ’ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଫ୍ୟାନ୍‌ଙ୍କ ଭଲପାଇବା ହିଁ ତାଙ୍କ ପାଇଁ ସାରା ଦୁନିଆ ବୋଲି କହିଥିଲେ । ଆଟଲିଙ୍କ ନିର୍ଦ୍ଦେଶିତ ‘ଯୱାନ’ରେ ଶାହରୁଖଙ୍କ ସହିତ ନୟନତାରା ଓ ବିଜୟ ସେତୁପତି ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

 

 

 

 

Copyright © 2022 - Summa Real Media Private Limited. All Rights Reserved.