ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି

ପ୍ୟାରିସ,୧୨/୦୪: ବିଶ୍ୱ କ୍ରୀଡ଼ାପ୍ରେମୀଙ୍କ ଆଗ୍ରହକୁ ବିଚାରକୁ  ନେଇ ପ୍ୟାରିସ ଅଲିମ୍ପିକ୍ସ କମିଟି ସପ୍ତାହକ  ମଧ୍ୟରେ ନୂଆ ଟିକେଟ୍‌  ବିକ୍ରି କରିବାକୁ ନିଷ୍ପତ୍ତି  ନେଇଛି । କମିଟିର ଅଧ୍ୟକ୍ଷ ଟନି ଏଷ୍ଟାନଗୁଏଟ କହିଛନ୍ତି, ‘ ଆସନ୍ତା  ୧୭ ତାରିଖରେ ୨୫୦,୦୦୦ ଟିକେଟ୍‌  ବିକ୍ରି କରାଯିବ । ୭.୯ ମିଲିୟନ  ଟିକେଟ୍‌ ପୂର୍ବରୁ ବିକ୍ରି ଶେଷ ହୋଇଛି ।’  

ବିଭିନ୍ନ ଇଭେଣ୍ଟ ପାଇଁ ନୂଆ ଟିକେଟ୍‌  ଉପଲବ୍ଧ ହେବ । ଜିମ୍ନାଷ୍ଟିକ୍‌ ପାଇଁ ୧୦  ହଜାର, ସନ୍ତରଣ ପାଇଁ ୧୫ ହଜାର,  ଟେନିସ ପାଇଁ ୧୨ ହଜାର ଏବଂ ଭଲିବଲ  ପାଇଁ ୩୫ ହଜାର ଟିକେଟ୍‌ ରହିଛି । ପୂର୍ବରୁ ଯେଉଁ ଟିକେଟ୍‌ ବିକ୍ରି ହୋଇଛି, ସେଥିରୁ  କେବଳ ଫ୍ରାନ୍ସବାସୀ ଏକ ତୃତୀୟାଂଶ  ଟିକେଟ୍‌ କ୍ରୟ କରିଛନ୍ତି । ଅବଶିଷ୍ଟ ଟିକେଟ୍‌  ୧୫୦ ଦେଶର କ୍ରୀଡ଼ାପ୍ରେମୀ କିଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.