ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି

ପ୍ୟାରିସ,୧୨/୦୪: ବିଶ୍ୱ କ୍ରୀଡ଼ାପ୍ରେମୀଙ୍କ ଆଗ୍ରହକୁ ବିଚାରକୁ  ନେଇ ପ୍ୟାରିସ ଅଲିମ୍ପିକ୍ସ କମିଟି ସପ୍ତାହକ  ମଧ୍ୟରେ ନୂଆ ଟିକେଟ୍‌  ବିକ୍ରି କରିବାକୁ ନିଷ୍ପତ୍ତି  ନେଇଛି । କମିଟିର ଅଧ୍ୟକ୍ଷ ଟନି ଏଷ୍ଟାନଗୁଏଟ କହିଛନ୍ତି, ‘ ଆସନ୍ତା  ୧୭ ତାରିଖରେ ୨୫୦,୦୦୦ ଟିକେଟ୍‌  ବିକ୍ରି କରାଯିବ । ୭.୯ ମିଲିୟନ  ଟିକେଟ୍‌ ପୂର୍ବରୁ ବିକ୍ରି ଶେଷ ହୋଇଛି ।’  

ବିଭିନ୍ନ ଇଭେଣ୍ଟ ପାଇଁ ନୂଆ ଟିକେଟ୍‌  ଉପଲବ୍ଧ ହେବ । ଜିମ୍ନାଷ୍ଟିକ୍‌ ପାଇଁ ୧୦  ହଜାର, ସନ୍ତରଣ ପାଇଁ ୧୫ ହଜାର,  ଟେନିସ ପାଇଁ ୧୨ ହଜାର ଏବଂ ଭଲିବଲ  ପାଇଁ ୩୫ ହଜାର ଟିକେଟ୍‌ ରହିଛି । ପୂର୍ବରୁ ଯେଉଁ ଟିକେଟ୍‌ ବିକ୍ରି ହୋଇଛି, ସେଥିରୁ  କେବଳ ଫ୍ରାନ୍ସବାସୀ ଏକ ତୃତୀୟାଂଶ  ଟିକେଟ୍‌ କ୍ରୟ କରିଛନ୍ତି । ଅବଶିଷ୍ଟ ଟିକେଟ୍‌  ୧୫୦ ଦେଶର କ୍ରୀଡ଼ାପ୍ରେମୀ କିଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.