ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

‘ଦବଙ୍ଗ ୪’କୁ ନେଇ ସଲମାନ ଖାନଙ୍କ ବଡ଼ ହିଣ୍ଟ୍ସ !

ନୂଆଦିଲ୍ଲୀ,୩୦/୩ :  ଫ୍ୟାନ୍ସ ସଲମାନ ଖାନଙ୍କୁ ପୁଣି ଥରେ ଚୁଲବୁଲ ପାଣ୍ଡେ ଭୂମିକାରେ ଦେଖିବା ଲାଗି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ବହୁ ସମୟରୁ ସଲମାନଙ୍କ ସୁପରହିଟ ଫିଲ୍ମ ଫ୍ରାଞ୍ଚାଇଜ୍ ‘ଦବଙ୍ଗ’ର ଚତୁର୍ଥ ପାର୍ଟକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି, କିନ୍ତୁ ଏବେ ପର୍ଯ୍ୟନ୍ତ ‘ଦବଙ୍ଗ ୪’ର ମେକିଂକୁ ନେଇ କିଛି ବି ଫାଇନାଲ ହୋଇନାହିଁ । ଏହା ମଧ୍ୟରେ ସଲମାନ ନିକଟରେ ଫିଲ୍ମର ଚତୁର୍ଥ ପାର୍ଟକୁ ନେଇ ଏକ ବଡ଼ ହିଣ୍ଟ୍ସ ଦେଇଛନ୍ତି ।

ସଲମାନ ଖାନଙ୍କ ହିଣ୍ଟ୍ସ ଦ୍ବାରା ଫ୍ୟାନ୍ସ ଏହି କଥାର ଅନୁମାନ କରୁଛନ୍ତି କି ଆସୁଥିବା ଦିନରେ ‘ଦବଙ୍ଗ ୪’କୁ ମଞ୍ଜୁରି ମିଳିପାରେ । ପ୍ରକାଶ ଯେ, ସଲମାନ ଖାନ ନିଜ ଭାଇ ଅରବାଜ ଖାନ ଏବଂ ରବୀନା ଟଣ୍ଡନଙ୍କ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପଟନା ଶୁକ୍ଲା’ର ସ୍ପେଶାଲ ସ୍କ୍ରିନିଂରେ ପହଞ୍ଚିଥିଲେ। ଏହି ସମୟରେ ସଲମାନ ଗଣମାଧ୍ୟମ ସହ କଥା ହୋଇଥିଲେ । ଯେତେବେଳେ ‘ଦବଙ୍ଗ ୪’କୁ ନେଇ ପ୍ରଶ୍ନ କରାଯାଇଥିଲା ତ ସେ ଫିଲ୍ମକୁ ନେଇ ଏକ ବଡ଼ ହିଣ୍ଟ୍ସ ଦେଇଛନ୍ତି । ସଲମାନ କହିଛନ୍ତି ‘ଏହି ଫିଲ୍ମ ଖୁବଶୀଘ୍ର ହେବ ’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.