ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

‘ଦବଙ୍ଗ ୪’କୁ ନେଇ ସଲମାନ ଖାନଙ୍କ ବଡ଼ ହିଣ୍ଟ୍ସ !

ନୂଆଦିଲ୍ଲୀ,୩୦/୩ :  ଫ୍ୟାନ୍ସ ସଲମାନ ଖାନଙ୍କୁ ପୁଣି ଥରେ ଚୁଲବୁଲ ପାଣ୍ଡେ ଭୂମିକାରେ ଦେଖିବା ଲାଗି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ବହୁ ସମୟରୁ ସଲମାନଙ୍କ ସୁପରହିଟ ଫିଲ୍ମ ଫ୍ରାଞ୍ଚାଇଜ୍ ‘ଦବଙ୍ଗ’ର ଚତୁର୍ଥ ପାର୍ଟକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି, କିନ୍ତୁ ଏବେ ପର୍ଯ୍ୟନ୍ତ ‘ଦବଙ୍ଗ ୪’ର ମେକିଂକୁ ନେଇ କିଛି ବି ଫାଇନାଲ ହୋଇନାହିଁ । ଏହା ମଧ୍ୟରେ ସଲମାନ ନିକଟରେ ଫିଲ୍ମର ଚତୁର୍ଥ ପାର୍ଟକୁ ନେଇ ଏକ ବଡ଼ ହିଣ୍ଟ୍ସ ଦେଇଛନ୍ତି ।

ସଲମାନ ଖାନଙ୍କ ହିଣ୍ଟ୍ସ ଦ୍ବାରା ଫ୍ୟାନ୍ସ ଏହି କଥାର ଅନୁମାନ କରୁଛନ୍ତି କି ଆସୁଥିବା ଦିନରେ ‘ଦବଙ୍ଗ ୪’କୁ ମଞ୍ଜୁରି ମିଳିପାରେ । ପ୍ରକାଶ ଯେ, ସଲମାନ ଖାନ ନିଜ ଭାଇ ଅରବାଜ ଖାନ ଏବଂ ରବୀନା ଟଣ୍ଡନଙ୍କ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପଟନା ଶୁକ୍ଲା’ର ସ୍ପେଶାଲ ସ୍କ୍ରିନିଂରେ ପହଞ୍ଚିଥିଲେ। ଏହି ସମୟରେ ସଲମାନ ଗଣମାଧ୍ୟମ ସହ କଥା ହୋଇଥିଲେ । ଯେତେବେଳେ ‘ଦବଙ୍ଗ ୪’କୁ ନେଇ ପ୍ରଶ୍ନ କରାଯାଇଥିଲା ତ ସେ ଫିଲ୍ମକୁ ନେଇ ଏକ ବଡ଼ ହିଣ୍ଟ୍ସ ଦେଇଛନ୍ତି । ସଲମାନ କହିଛନ୍ତି ‘ଏହି ଫିଲ୍ମ ଖୁବଶୀଘ୍ର ହେବ ’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.