ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଉଦୟନିଧିଙ୍କ ପରେ ଏବେ ଏ.ରାଜା: ସନାତନ ଧର୍ମକୁ ଏଚ୍‌ଆଇଭି ସହ କଲେ ତୁଳନା, କହିଲେ- ଏହା ସାମାଜିକ ରୋଗ...

ନୂଆଦିଲ୍ଲୀ,୭।୯: ସନାତନ ଧର୍ମ ବିରୋଧରେ ହେଟସ୍ପିଚ୍‌ର ଧାରା ଥମୁନି। ଡିଏମ୍‌କେର ଉଦୟନିଧି ଷ୍ଟାଲିନଙ୍କ ପରେ ଡିଏମ୍‌କେର ଆଉ ଜଣେ ନେତା କରିଛନ୍ତି ସନାତନ ଧର୍ମକୁ ଅପମାନ। ସେ ହେଲେ ଏ ରାଜା। ସନାତନ ଧର୍ମକୁ ଏ ରାଜା ଏଚଆଇଭି ସହିତ ତୁଳନା କରିଛନ୍ତି। ଏ.ରାଜାଙ୍କ କହିବା ଅନୁସାରେ, ସନାତନ ଧର୍ମ ସାମାଜିକ ରୋଗ। ଏହା କୁଷ୍ଠ ରୋଗ ଓ ଏଚଆଇଭିଠାରୁ ଅଧିକ ଘାତକ।’

ଗତ ସପ୍ତାହ ଶନିବାର ଡିଏମକେର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌, ଯିଏକି ତାମିଲନାଡୁ ସରକାରରେ ମନ୍ତ୍ରୀ ଅଛନ୍ତି ସେ ସନାତନ ଧର୍ମକୁ ଶେଷ କରିବା କଥା କହିଥିଲେ। ଏହାପରେ ପୁରା ଦେଶ ତାଙ୍କ ଏହି ବୟାନକୁ କଡା ସମାଲୋଚନା କରିଥିଲେ। ବିଜେପି ନେତା ଅମିତ ମାଲବୀୟ ଟ୍ବିଟ୍‌ କରି ଏହି ବୟାନକୁ କଡା ସମାଲୋଚନା କରିଥିଲେ।

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ଟ୍ବିଟ୍‌ କରି କହିଛନ୍ତି, ଏବେ ଡିଏମ୍‌କେ ସାଂସଦ ଏ.ରାଜା ହିନ୍ଦୁ ଧର୍ମକୁ ସାମାଜିକ ରୋଗ ବୋଲି କହୁଛନ୍ତି। ସେ ଏଭଳି ଧର୍ମ ବିଷୟରେ କହୁଛନ୍ତି, ଯେଉଁ ଧର୍ମରେ ଦେଶର ୮୦% ଲୋକ ଅଛନ୍ତି। ଏହା ଏକ ଧର୍ମ ବିରୋଧରେ ଘୃଣାଜନକ ମନ୍ତବ୍ୟ। କଂଗ୍ରେସର ‘ଇଣ୍ଡିଆ’ ମେଣ୍ଟର ଏହା ହେଉଛି ପ୍ରକୃତ ଚରିତ୍ର।

A.raja

Copyright © 2022 - Summa Real Media Private Limited. All Rights Reserved.