ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଫ୍ୟାନ୍‌ଙ୍କ ଭିଡ଼ର ଭିଡିଓ ଉପରେ ପ୍ରତିକ୍ରିୟା ଦେଲେ ଶାହରୁଖ, ଲେଖିଲେ- ଆପଣଙ୍କୁ ଥିଏଟର ଯିବାର...

ନୂଆଦିଲ୍ଲୀ ୦୮/୦୯: ମୁକ୍ତିଲାଭ କରିଛି ଶାହରୁଖ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍‌- ଥ୍ରିଲର୍‌ ଫିଲ୍ମ ‘ଯୱାନ  ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ଦେଖିବାକୁ ଦେଶବ୍ୟାପୀ ଥିଏଟର ସାମ୍ନାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା  ସକାଳ ୬ ଟାରେ ପ୍ରଥମ ଶୋ ଦେଖିବାକୁ ଯାଇଥିବା ଫ୍ୟାନ୍ଙ୍କ ଭିଡ଼ର ଭିଡିଓ ଉପରେ ଶାହରୁଖଙ୍କ ପ୍ରତିକ୍ରିୟା ଏବେ ଖୁବ୍‌ ଭାଇରାଲ ହେଉଛି  ସକାଳୁ ସକାଳୁ ଫ୍ୟାନ୍ଙ୍କ ପୋଷ୍ଟ୍ ପ୍ରତିକ୍ରିୟା ଦେଇ ଶାହରୁଖ୍‌ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ାଇ ଦେଇଥିଲେ  ‘ଯୱାନ ଦେଖିବା ପାଇଁ ଏହା ବାଧ୍ୟ କରିଥିଲା 

ନିଜର ପ୍ରିୟ ଅଭିନେତାଙ୍କ ଫିଲ୍ମ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିବା ଫ୍ୟାନ୍ଙ୍କ ସୋସିଆଲ ମିଡିଆ ପୋଷ୍ଟ୍ ପ୍ରତିକ୍ରିୟାରେ ଶାହରୁଖ ଲେଖିଥିଲେ ‘ଲଭ୍‌ ୟୁ ବଏଜ୍‌ ଆଣ୍ଡ ଗର୍ଲସଆପଣ ଏହି ଫିଲ୍ମର ଭରପୂର ଆନନ୍ଦ ଉଠାଇବେ ବୋଲି ଆଶା କରୁଛି  ଆପଣଙ୍କୁ ଥିଏଟର ଯିବାର ଦେଖିବା ପାଇଁ ମୁଁ ସକାଳ ପର୍ଯ୍ୟନ୍ତ ଚାହିଁ ରହିଥିଲି  ବହୁତ ସାରା ଭଲପାଇବା  ଧନ୍ୟବାଦ ପ୍ରଥମ ଦିନ ‘ଯୱାନ ବିଶ୍ୱସ୍ତରରେ ୧୩୫ରୁ ୧୫୦ କୋଟି ଆୟ କରିଥିବା ଅଗ୍ରୀମ ଟିକେଟ୍‌ ବୁକିଂରୁ ଜଣାପଡୁଛି  ଫିଲ୍ମଟି ହିନ୍ଦୀ ଭାଷାରେ ହାରାହାରି ୮୫ କୋଟି ଆୟ କରିଥିବା ସମୀକ୍ଷମାନେ କହିଛନ୍ତି  ଏହା ପ୍ରାଥମିକ ଆକଳନ ହୋଇଥିଲେ ମଧ୍ୟ ଦିନ ଶେଷ ସୁଦ୍ଧା ଫିଲ୍ମର କଲେକ୍ସନ୍‌ ରେକର୍ଡ ଭାଙ୍ଗିବ ବୋଲି ଆକଳନ କରାଯାଇଛି  କାରଣ ‘ଯୱାନକୁ ନେଇ ପ୍ରଥମ ଦିନ ଦର୍ଶକଙ୍କର ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି  



ଆଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନୟନତାରାବିଜୟ ସେତୁପତିଙ୍କ ସମେତ ପ୍ରିୟମଣିସାନ୍ୟା ମଲହୋତ୍ରା  ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି  ଦୀପିକାଙ୍କର ୨୦ ମିନିଟ୍ ଭୂମିକା ଫିଲ୍ମରେ ରହିଛି  ଏହି ୨୦ ମିନିଟ୍ରେ ସେ ଦର୍ଶକଙ୍କ ମନ ଜିଣିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି  ଫିଲ୍ମର ମୁଖ୍ୟ ଆକର୍ଷଣ ଶାହରୁଖ ଡବଲ୍‌ ରୋଲ୍ରେ ନଜର ଆସିଛନ୍ତି  ଫିଲ୍ମରେ ତାଙ୍କର ଭିନ୍ନ ଭିନ୍ନ ଲୁକ୍‌ ଦେଖିବାକୁ ମିଳିଛି  ପ୍ରତ୍ୟେକ ଲୁକ୍‌ ତାଙ୍କୁ ବେଶ ମାନୁଛି ବୋଲି ଦର୍ଶକ କହୁଛନ୍ତି 

Copyright © 2022 - Summa Real Media Private Limited. All Rights Reserved.