ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ରଥଯାତ୍ରା ପାଇଁ ରାଉରକେଲାରୁ କେନ୍ଦୁଝର ଦେଇ ପୁରୀକୁ ସ୍ବତନ୍ତ୍ର ଟ୍ରେନ, ଜୁଲାଇ ୨ରୁ ୧୯ ପର୍ଯ୍ୟନ୍ତ ଚାଲିବ ଯାତ୍ରୀବାହୀ ଟ୍ରେନ

କେନ୍ଦୁଝର ସଦର,୨୭/୬ : ପବିତ୍ର ରଥଯାତ୍ରା ଉପଲକ୍ଷେ ଜଗନ୍ନାଥ ଧାମ ପୁରୀରେ ଭକ୍ତଙ୍କୁ ସମାଗମ ହୋଇଥାଏ ଯାହାଫଳରେ ପୁରୀକୁ ଆସିବା ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ନାହିଁ ନଥିବାର ଭିଡ଼ର ସମ୍ମୁଖିନ ହୋଇଥାନ୍ତି। ଏହାକୁ ଆଖି ଆଗରେ ରଖି ରେଳ ବିଭାଗ ପକ୍ଷରୁ ବିଭିନ୍ନ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି।

ରାଉରକେଲାରୁ ଭୟା କେନ୍ଦୁଝର ଦେଇ ପୁରୀକୁ ଏକ ସ୍ବତନ୍ତ୍ର ଟ୍ରେନ ଆସନ୍ତା ଜୁଲାଇ ମାସ ୨ ତରିଖରୁ ଦୈନିକ ୧୯ ତାରିଖ ପର୍ଯ୍ୟନ୍ତ ଦୈନିକ ଚଳାଚଳ କରିବ ବୋଲି ଦକ୍ଷିଣ ପୂର୍ବ ରେଳପଥ କଲିକତା ପକ୍ଷରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.