ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାରିବାରିକ କଳହ : ସାନ ଭାଇର ଛୁରା ମାଡରେ ବଡ଼ଭାଇ ମୃତ

କଳାହାଣ୍ଡି, ୧୭।୮  : ସାନ ଭାଇର ଛୁରା ମାଡରେ ବଡ଼ଭାଇ ମୃତ । ସାନ ଭାଇ ବିମ୍ବାଧର ମାଝୀ ଛୁରା ମାଡରେ ବଡ଼ଭାଇ  ଦାସ ମାଝୀର ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ   ଦେଢଶୁଲି ପଞ୍ଚାୟତର ଗସକା ପଡା ଗାଁରେ ଏହି ଘଟଣା ଘଟିଛି।  

ଘରୋଇ ବିବାଦ କୁ ନେଇ ଦୀର୍ଘଦିନ ଧରି ଦୁଇ ଭାଇ ଙ୍କ ମଧ୍ୟରେ କଳହ ହୋଇ ଆସୁଥିବା ବେଳେ ଦୁଇ ଭାଇ ଙ୍କ ମଧ୍ୟରେ ଆଜି ପୁଣିଥରେ ଝଗଡ଼ା ହୋଇଥିଲା। ପରେ ବିମ୍ବାଧର ଏକ ଧାରୁଆ ଛୁରୀ ରେ ଦାସଙ୍କୁ ଆକ୍ରମଣ କରିବାରୁ ଦାସ ମାଝୀର ମୃତ୍ୟୁ ଘଟିଥିଲା। ଏମ୍ ରାମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପୋଷ୍ଟମର୍ଟମ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ମ.ରାମପୁର ଥାନା ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସାନ ଭାଇ ବିମ୍ବାଧରକୁ ପୋଲିସ ଗିରଫ କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଆହୁରି ପଢନ୍ତୁ : ଖେଳୁଥିବା ବେଳେ ଝରକା ବନ୍ଧ ପଡ଼ି ଶିଶୁ ପୁତ୍ର ମୃତ


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.