ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଆଇଏଏସ ମନୋଜ କୁମାର ସିଂହ ୟୁପିର ନୂଆ ମୁଖ୍ୟ ସଚିବ ହେଲେ, ଦୁର୍ଗା ଶଙ୍କର ମିଶ୍ରଙ୍କ ବଢିଲାନି କାର୍ଯ୍ୟକାଳ

ନୂଆଦିଲ୍ଲୀ,୩୦/୬ :  ଆଇଏଏସ ମନୋଜ କୁମାର ସିଂହ ହେଲେ ୟୁପିର ନୂଆ ମୁଖ୍ୟ ସଚିବ । ୧୯୮୮ବ୍ୟାଚର ଆଇଏଏସ ଅଫିସର ମନୋଜ ସିଂହ ଅପରାହ୍ନରେ ଚାର୍ଜ ନେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ମୁଖ୍ୟ ସଚିବ ଭାବେ ଆଇଆଇଡିସି ବି ରହିବେ। ଏହା ପୂର୍ବରୁ ୨୦୨୨ ଡିସେମ୍ବରରେ ତାଙ୍କୁ ପୁଣି ଥରେ ଏକ ବର୍ଷ ପର୍ଯ୍ୟନ୍ତ ସେବା ବିସ୍ତାର ଦିଆଯାଇଥିଲା । ଯେତେବେଳେ ତାଙ୍କ କାର୍ଯ୍ୟକାଳ ଡିସେମ୍ବର ୨୦୨୩ରେ ଶେଷ ହେଉଥିଲା ସେତେବେଳେ ତାଙ୍କୁ ଲୋକସଭା ନିର୍ବାଚନକୁ ନଜରରେ ରଖି ୬ମାସ ଲାଗି ସେବା ବିସ୍ତାର ପ୍ରଦାନ କରାଯାଇଥିଲା । କିନ୍ତୁ ରବିବାର ତାଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି । ସେହିଭଳି ୧୯୮୮ବ୍ୟାଚର ଆଇଏଏସ ଅଫିସର ରାଧା ଏସ ଚୌହାନ ବି ଆଜି ରବିବାର ସେବା ନିବୃତ ହେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.